Bihar Election / ଆଗରେ NDA, ରିପିଟ୍ ହୋଇପାରନ୍ତି ନୀତିଶ କୁମାର
·10 months ago·2 min read

Key Points
ଆରମ୍ଭ ହୋଇଛି ଭୋଟ୍ ଗଣତି
ସାମ୍ନାକୁ ଆସିଲାଣି ଟ୍ରେଣ୍ଡ୍
ରିପିଟ୍ ହେବେ ନୀତିଶ କୁମାର
ସାମ୍ନାକୁ ଆସିଲାଣି ଟ୍ରେଣ୍ଡ୍
ରିପିଟ୍ ହେବେ ନୀତିଶ କୁମାର
ଆରମ୍ଭ ହୋଇଛି ଭୋଟ୍ ଗଣତି । ଧିରେ ଧିରେ ସାମ୍ନାକୁ ଆସିଲାଣି ଟ୍ରେଣ୍ଡ୍ । ପ୍ରାଥମିକ ପର୍ଯ୍ୟାୟରେ ଏନଡିଏ ଆଗରେ ରହିଛି । ତେବେ କୁହାଯାଇପାରିବ କି ବିହାରରେ ରିପିଟ ହେବେ ନୀତିଶ କୁମାର। ଯାହାକୁ ନେଇ ଆଲୋଚନା ଜାରି ରହିଛି। ଅପରାହ୍ଣ ୨ଟା ସୁଦ୍ଧା ବିହାରରେ ସରକାର କିଏ ଗଢ଼ିବ, କେଉଁ ଆସନରେ କିଏ ବିଜୟୀ ହେବ ସ୍ପଷ୍ଟ ଚିତ୍ର ଆସିଯିବ ବୋଲି ସମ୍ଭାବନା ରହିଛି । ଆଜି ଜଣାପଡ଼ିବ କିଏ ହେବ ବିହାରର ବାଦଶାହ । କାରଣ ଆଜି ହେଉଛି ଗଣତି। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ବିହାରରେ ଏଥର ରେକର୍ଡ ୬୭.୧୩ ପ୍ରତିଶତ ମତଦାନ ହୋଇଛି।
ଏଥିସହ ପଢ଼ନ୍ତୁ: ବିହାରରେ ପ୍ରାଥମିକ ପର୍ଯ୍ୟାୟରେ ଆଗରେ ଏନଡିଏ
୨୪୩ଟି ଆସନ ବିଶିଷ୍ଟ ବିଧାନସଭା ପାଇଁ ୪୩୭୨ କାଉଣ୍ଟିଂ ଟେବୁଲ କରାଯାଇଛି। ପ୍ରତ୍ୟେକ ଟେବୁଲରେ ରହିବେ ଜଣେ କାଉଣ୍ଟିଂ ସୁପରଭାଇଜର୍ କାଉଣ୍ଟିଂ ଆସିଷ୍ଟାଣ୍ଟ, ମାଇକ୍ରୋ ଅବଜରଭର୍। ୧୮୦୦୦ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବ। ତା ପରେ ଇଭିଏମ୍ ଖୋଲାଯିବ। ଦରକାର ପଡ଼ିଲେ ଭିଭିପିଏଟି ସ୍ଲିପ ମେଳ କରାଯିବ। ଅଧିକାଂଶ ଏକଜିଟ ପୋଲ ନୀତିଶ କୁମାରଙ୍କ ନେତୃତ୍ଵାଧୀନ ଏନଡିଏ ଜିତିବ ବୋଲି ପୁର୍ବାନୁମାନ କରିଛନ୍ତି। ସେମାନଙ୍କ ଭବିଷ୍ୟବାଣୀ ସତ ହେବ ନା ବିହାରବାସୀଙ୍କ ମନରେ ଆଉ କିଛି ଅଛି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ। ତେବେ ଗତ ୧୦ ବର୍ଷ ମଧ୍ୟରେ ନୀତିଶ କୁମାରଙ୍କ ରାଜନୈତିକ ଇତିହାସକୁ ନଜର ପକାଇବା।
ନୀତିଶ କୁମାର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଥମେ ୩ ମାର୍ଚ୍ଚ ୨୦୦୦ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ କିନ୍ତୁ ସଂଖ୍ୟାଗରିଷ୍ଠତା ଅଭାବରୁ ତାଙ୍କ ସରକାର ସାତ ଦିନ ମଧ୍ୟରେ ଭାଙ୍ଗିଯାଇଥିଲା ।
୨୪ ନଭେମ୍ବର ୨୦୦୫ରେ ସେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀର ମୁକୁଟ ପିନ୍ଧିଥିଲେ।
୨୬ ନଭେମ୍ବର ୨୦୧୦ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲ।
୨୦୧୪ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କିନ୍ତୁ ୨୨ ଫେବୃଆରୀ ୨୦୧୫ରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
୨୦ ନଭେମ୍ବର ୨୦୧୫ରେ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।
୨୭ ଜୁଲାଇ ୨୦୧୭ ରେ RJD ଛାଡି, ବିଜେପି ସହ ମିଶି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ବିହାର ବିଧାନସଭା ନିର୍ବାଚନର ଫଳାଫଳକୁ ଅପେକ୍ଷା କରାଯାଇଥିବା ବେଳେ, ବର୍ତ୍ତମାନ ୯.୩୦ ସୁଦ୍ଧା ଆଗରେ ରହିଛି NDA । ଶାସକ ମେଣ୍ଟର ବିଜୟ ଆକଳନ ପରେ NDA ଶିବିରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ବିଜୟ ପାଳନ ପାଇଁ ପାଟନାରେ ବ୍ୟାପକ ପ୍ରସ୍ତୁତି କରାଯାଉଛି।
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories