Rohit Sharma / ରୋହିତ ଶର୍ମା ଓ ହରମନପ୍ରୀତଙ୍କ ସହ କ୍ରୀଡ଼ା କ୍ଷେତ୍ରରେ ୮ ଜଣଙ୍କୁ ପଦ୍ମଶ୍ରୀ, ବିଜୟଙ୍କୁ ପଦ୍ମ ଭୂଷଣ
·7 months ago·2 min read

Key Points
କ୍ରୀଡ଼ା କ୍ଷେତ୍ରରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମନପ୍ରୀତ କୌର ଭୁଲ୍ଲାରଙ୍କୁ ସହ ୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ ।
ନୂଆଦିଲ୍ଲୀ: ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର । ମୋଟ ୧୩୧ ଜଣ ୨୦୨୬ ବର୍ଷରେ ପଦ୍ମ ପୁରସ୍କାର ପାଇବେ । ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ, ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଚଳିତବର୍ଷ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୯ ଜଣ ପାଇବେ ପଦ୍ମ ପୁରସ୍କାର ।
ଏଥିସହ ପଢ଼ନ୍ତୁ: ସାହିତ୍ୟ ଓ ଶିକ୍ଷାରେ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, କଳାରେ ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରୋଙ୍କୁ ପଦ୍ମଶ୍ରୀ
ପୂର୍ବତନ ଭାରତୀୟ ଟେନିସ୍ ଖେଳାଳି ବିଜୟ ଅମ୍ରିତରାଜଙ୍କୁ ପଦ୍ମ ଭୂଷଣ ପୁରସ୍କାର ମିଳିବ । କ୍ରୀଡ଼ା କ୍ଷେତ୍ରରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମନପ୍ରୀତ କୌର ଭୁଲ୍ଲାରଙ୍କୁ ସହ ୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ ।
ସେହିଭଳି ପଞ୍ଜାବର ହକି ଖେଳାଳି ବଳଦେବ ସିଂହ, ମଧ୍ୟପ୍ରଦେଶର ଭଗୱାନଦାସ ରାଏକୱାର, ପୁଡୁଚେରୀରେ କେ ପଜାନିଭେଲ୍, ପୂର୍ବତନ କ୍ରିକେଟର ପ୍ରବୀଣ କୁମାର, ଭାରତୀୟ ହକି ଖେଳାଳି ସବିତା ପୁନିଆ, ଜର୍ଜିଆର ଭ୍ଲାଦିମୀର ମାଷ୍ଟଭିରିଶଭିଲିଙ୍କୁ ମରଣୋତ୍ତର ପଦ୍ମଶ୍ରୀ ମିଳିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଦ୍ମ ବିଭୂଷଣ
କଳା କ୍ଷେତ୍ରରେ ଅଭିନେତା ଧର୍ମେନ୍ଦ୍ର ସିଂହ ଦେଓଲଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ମିଳିବ । ପବ୍ଲିକ୍ ଆଫେୟାର୍ସରେ କେରଳର କେ ଟି ଥୋମାସ, କଳାରେ ଉତ୍ତରପ୍ରଦେଶର ଏନ୍ ରାଜମ, ସାହିତ୍ୟ ଓ ଶିକ୍ଷାରେ କେରଳର ପି ନାରାୟଣନ, ପବ୍ଲିକ୍ ଆଫେୟାର୍ସରେ କେରଳର ଭି ଏସ୍ ଅଚୁଥାନନନ୍ଦନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ଦିଆଯିବ ।
ଏଥିସହ ପଢ଼ନ୍ତୁ: ବାହା ହେଲାନି ବୋଲି ପ୍ରେମିକାର ଭୟଙ୍କର ଷଡ଼୍ଯନ୍ତ୍ର; ଇଞ୍ଜେକ୍ସନ୍ରେ ନେଲା ପ୍ରତିଶୋଧ
ପଦ୍ମ ଭୂଷଣ
କଳାରେ ଅଳକା ୟାଗ୍ନିକ, ପବ୍ଲିକ ଆଫେୟାର୍ସରେ ଭଗତ ସିଂହ କୋଶ୍ୟାରୀ, ମେଡିସିନ୍ରେ କଲ୍ଲିପାଟ୍ଟା ରାମାସ୍ଵାମୀ ପାଲାନିସ୍ଵାମୀ, କଳାରେ ଶ୍ରୀ ମମ୍ମୁଟ୍ଟି, ମେଡିସିନ୍ରେ ନୋରୀ ଦତ୍ତାତ୍ରେୟୁଡୁ, କଳାରେ ପୀୟୁଷ ପାଣ୍ଡେ (ମରଣୋତ୍ତର), ସମାଜ ସେବାରେ ଏସ କେ ଏମ୍ ମୈଲାନନ୍ଧନ, କଳାରେ ଶତଭାଧନି ଆର ଗଣେଶ, ପବ୍ଲିକ ଆଫେୟାର୍ସରେ ଶିବୁ ସୋରେନ (ମରଣୋତ୍ତର), ବାଣିଜ୍ୟ ଓ ଶିଳ୍ପରେ ଉଦୟ କୋଟାକ, ପବ୍ଲିକ ଆଫେୟାର୍ସରେ ଭି କେ ମାଲହୋତ୍ରା (ମରଣୋତ୍ତର), ପବ୍ଲିକ ଆଫେୟାର୍ସରେ ଭେଲାପ୍ପାଲି ନଟେସନ, ଖେଳରେ ବିଜୟ ଅମ୍ରିତରାଜ ପଦ୍ମ ବିଭୂଷଣ ପାଇବେ ।

Related Topics
Explore more stories