PoK Protest / PoKରେ ବିକ୍ଷୋଭକାରୀଙ୍କ ଉପରେ ପାକ୍ ସେନାର ଗୁଳିମାଡ଼, ୩୦ରୁ ଅଧିକ ମୃତ
·3 months ago·2 min read

Key Points
PoKରେ ପାକିସ୍ତାନ ସେନାର ବର୍ବରତା
ବିକ୍ଷୋଭକାରୀଙ୍କ ଉପରେ ପାକିସ୍ତାନ ସେନାର ଗୁଳିମାଡ଼
୩୦ରୁ ଅଧିକ ଜଣ ମୃତ, ୨୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀର ଅର୍ଥାତ୍ PoKରେ ପାକିସ୍ତାନ ସେନାର ବର୍ବରତା । ବିକ୍ଷୋଭକାରୀଙ୍କ ଉପରେ ପାକିସ୍ତାନ ସେନା ଆଖିବୁଜା ଗୁଳିମାଡ଼ କରୁଛି । ଯେଉଁଥିରେ ୩୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି ।
PoKରେ ଜମ୍ମୁ-କାଶ୍ମୀର ଯୁଗ୍ମ ଅୱାମୀ ଆକ୍ସନ୍ କମିଟି (JAAC) ପ୍ରତିବାଦ ଡାକରା ଦେଇଥିଲା । JAAC ହେଉଛି ପିଓକେର ନାଗରିକ ଅଧିକାର ସଂଗଠନ । ଯାହା ଅଞ୍ଚଳରେ ଶାସନ, ସବସିଜି ଓ ମୌଳିକ ଅଧିକାରକୁ ନେଇ ଦୀର୍ଘ ଦିନର ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି ।
ଏଥିସହ ପଢ଼ନ୍ତୁ: ଭାରତର ପରମାଣୁ ନୀତିରେ ବଡ଼ ପରିବର୍ତ୍ତନ; ୧୨ ପରମାଣୁ ମିସାଇଲ୍ ମୁତୟନ ପରେ ପାକିସ୍ତାନ ଛାନିଆ
ଏବେ ପାକିସ୍ତାନର ସେହୱାଜ ସରିଫ ସରକାର ଏହି ସଂଗଠନ JAACକୁ ଆତଙ୍କବାଦୀ ସଂଗଠନ ଘୋଷିତ କରିଛି । ପିଓକେର ଦୀର୍ଘ ମାସରୁ ଲୋକେ ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ସହ ଆନ୍ଦୋଳନ କରି ଆସୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହିଁକି ବିରୋଧ ପ୍ରଦର୍ଶନ ?
ଆନ୍ଦୋଳନର ମୁଖ୍ୟ କାରଣ ହେଉଛି- ପାକିସ୍ତାନ ସରକାର ଓ ପାକ୍ ରେଞ୍ଜର୍ସ ସେଠାକାର ଲୋକଙ୍କ ସହ କରୁଥିବା ଖରାପ ବ୍ୟବହାର । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ- ପାକିସ୍ତାନ ସେମାନଙ୍କ ପ୍ରାକୃତିକ ସମ୍ବଳର ବ୍ୟବହାର ତ କରୁଛି । କିନ୍ତୁ, ପ୍ରତିବଦଳରେ ସେମାନଙ୍କୁ କେବଳ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ୁଛି, ଭେଦଭାବର ଶିକାର ହେଉଛନ୍ତି ।
ଏହି ବିରୋଧର ମୁଖ୍ୟ କେନ୍ଦ୍ର ପାଲଟିଛି ରାୱଲକୋଟ । ଯେଉଁଠି JAAC ସହ ଜଡ଼ିତ କାର୍ଯ୍ୟକର୍ତ୍ତା ବିକ୍ଷୋଭ କରିବା ବେଳେ କାର୍ଯ୍ୟାନୁଷ୍ଠାନ ନେଇଛି ପାକ୍ ସେନା । ସରକାର JAAC ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଜୁନ୍ ୫ରୁ ସମ୍ପୂର୍ଣ୍ଣ ପିଓକେରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ନୂଆ ଯୁଗର ଯୁଦ୍ଧ ଲଢ଼ିବାକୁ ଭାରତ କେତେ ପ୍ରସ୍ତୁତ ?
ନୂଆ ନୁହେଁ ଆନ୍ଦୋଳନ
PoKରେ JAAC ଏକ ପ୍ରମୁଖ ବିଦ୍ରୋହ ଆନ୍ଦୋଳନ । ଏହି ଆନ୍ଦୋଳନ ଜରିଆରେ ଲୋକେ ସବସିଡି ଯୁକ୍ତ ଗହମ ସହ ବିଦ୍ୟୁତ୍ ଭଳି ମୌଳିକ ଆବଶ୍ୟକତା ଦାବି କରିଥାନ୍ତି । ୨୦୨୩ରେ ମଧ୍ୟ ଏଭଳି ଆନ୍ଦୋଳନ ବେଳେ ପାକିସ୍ତାନର ସେନା ଓ ଅର୍ଦ୍ଧସୈନିକ ବଳ ବିକ୍ଷୋଭକାରୀଙ୍କ ଉପରେ ଲୁହ ବୁହା ଗ୍ଯାସ ପ୍ରୟୋଗ ସହ ଲାଠିମାଡ଼ ଓ ଗୁଳି ଚାଳନା କରିଥିଲେ ।
ଭାରତର ଆଭିମୁଖ୍ୟ

ପିଓକରେ ପ୍ରତିବାଦ ଓ ଆମେରିକା ସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ଭାରତ ପ୍ରତିକ୍ରିୟା ରଖିଛି । ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୟସୱାଲ କହିଛନ୍ତି, "ପାକିସ୍ତାନ ତାର ବିଫଳତାକୁ ଲୁଚାଇବା ଏବଂ ମାନବାଧିକାର ଉଲ୍ଲଂଘନରୁ ଧ୍ୟାନ ହଟାଇବାକୁ ହତାଶା-ପୂର୍ଣ୍ଣ ପ୍ରୟାସ କରୁଛି । ଅନ୍ତଃରାଷ୍ଟ୍ରୀୟ ସମୁଦାୟ ପାକିସ୍ତାନର ଏଭଳି କାର୍ଯ୍ୟ ପାଇଁ ଉତ୍ତରଦାୟୀ କରୁ ।"
Related Topics
Explore more stories