Farmer Pension Scheme / ଚାଷୀଙ୍କ ପାଇଁ ପେନସନ ଯୋଜନା; ୬୦ବର୍ଷରେ ମିଳିବ ମାସକୁ ୩୦୦୦ ଟଙ୍କା
·52 mins ago·2 min read

Key Points
ପିଏମ କିଷାନ ମାନଧନ ଯୋଜନା
ଚାଷୀଙ୍କୁ ମିଳିବ ୩୦୦୦ ପେନସନ
ଦେବାକୁ ପଡ଼ିବ ସ୍ଵଳ୍ପ ଟଙ୍କା
ଚାଷୀଙ୍କୁ ମିଳିବ ୩୦୦୦ ପେନସନ
ଦେବାକୁ ପଡ଼ିବ ସ୍ଵଳ୍ପ ଟଙ୍କା
ନୂଆଦିଲ୍ଲୀ: ଚାଷକାର୍ଯ୍ୟରୁ ହେଉଥିବା ରୋଜଗାରରୁ ଜୀବନସାରା ଘର ଚଳାଇବା ପରେ ଚାଷୀଙ୍କ ଲାଗି ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିବା ସହଜ ହୋଇନଥାଏ । ବିଶେଷ କରି କ୍ଷୁଦ୍ର ଚାଷୀଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଦିଏ । ଜୀବନସାରା ଝାଳବୁହା ପରିଶ୍ରମ କରିବା ପରେ ମଧ୍ୟ ଚାଷୀମାନେ ପରିଣତ ବୟସରେ କଷ୍ଟ ସହନ୍ତି । ତେବେ ଅନ୍ନଦାତାଙ୍କ ଲାଗି ଏକ ଲାଭଦାୟକ ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର, ଯାହାର ନାଁ ହେଉଛି ପିଏମ କିଷାନ ମାନଧନ ଯୋଜନା । ଏହି ଯୋଜନା ଅଧୀନରେ ଚାଷୀଙ୍କୁ ୬୦ବର୍ଷ ପରେ ପ୍ରତି ମାସକୁ ମିଳିବ ୩୦୦୦ ଟଙ୍କା ।
କେନ୍ଦ୍ର ସରକାରଙ୍କ ଚାଷୀଙ୍କୁ ପ୍ରାଥମିକତା ଦେଇ ଏହି ଯୋଜନା ଆଣିଛନ୍ତି । ଏହି ଯୋଜନା ମୁତାବକ, ଚାଷୀମାନେ ରୋଜଗାର କରୁଥିବା ସମୟରେ ସ୍ଵଳ୍ପ ଅର୍ଥରାଶି ଜମା କରନ୍ତି, ଯାହାଦ୍ଵାରା ୬୦ ବର୍ଷ ପରେ ସେମାନଙ୍କୁ ପ୍ରତି ମାସକୁ ୩୦୦୦ ଟଙ୍କା ପେନସନ ମିଳିଥାଏ । ଅର୍ଥାତ୍ ବର୍ଷକୁ ୩୬,୦୦୦ ଟଙ୍କା ମିଳେ । ମାତ୍ର ଏହି ଯୋଜନାର ଲାଭ ଉଠାଇବା ଲାଗି ଚାଷୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କିଛି ସ୍ଵଳ୍ପ ଅର୍ଥ ଜମା କରିବାକୁ ପଡ଼ିଥାଏ ।

- କେତେ ଟଙ୍କା ଜମା କରିବେ ଚାଷୀ ?
- ସ୍ଵାମୀ-ସ୍ତ୍ରୀ ଉଭୟ ଲାଭ ପାଇପାରିବେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆପଣଙ୍କ ଦରମା ₹୫୦,୦୦୦ କି ? ଅଷ୍ଟମ ବେତନରେ କେତେ ମିଳିବ ଏରିଅର, ଜାଣନ୍ତୁ
- କେଉଁ ଚାଷୀ ଯୋଜନାର ଲାଭ ଉଠାଇପାରିବେ ?
- କେମିତି କରିବେ ଆବେଦନ ?
Related Topics
Explore more stories