ବାଲେଶ୍ୱର ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୫ର ସଫଳ ପରୀକ୍ଷଣ
·2 years ago

ଅର୍ଗସ ବ୍ୟୁରୋ : ବାଲେଶ୍ୱର ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୫ର ସଫଳ ପରୀକ୍ଷଣ । ଏହି ଅଗ୍ନି ୫ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିଜାଇଲ୍ । ଏହା ଅଗ୍ନି ୫ର ୨୫ତମ ଭର୍ସନର ପରୀକ୍ଷଣ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଅଗ୍ନି ୫ ବାଲିଷ୍ଟିକ୍ ମିଜାଇଲର ୫ହଜାର କିମି ଲକ୍ଷ୍ୟଭେଦ କ୍ଷମତା ରହିଛି । ଏହା ବ୍ୟତିତ ୧.୫ ଟନ୍ ଓଜନର ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରହିଛି । ଏହି ପରୀକ୍ଷଣ ନେଇ ଡିଆର୍ଡିଓ ବୈଜ୍ଞାନିକଙ୍କୁ ସାବାସୀ ଦେଲେ ପ୍ରଧାନମନ୍ତ୍ରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
