Namoh 108 Lotus Gift / 'ନମୋ ୧୦୮ ପଦ୍ମ' କଣ ? ଭିଏତନାମ ରାଷ୍ଟ୍ରପତିଙ୍କୁ ଭେଟି ଦେଲେ ମୋଦି
·4 months ago·2 min read

Key Points
ଭିଏତନାମ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଵତନ୍ତ୍ର ଉପହାର
ଭାରତ ଗସ୍ତ ବେଳେ ଭେଟିଦେଲେ 'ନମୋ ୧୦୮ ପଦ୍ମ'
ଭାରତ ଗସ୍ତ ବେଳେ ଭେଟିଦେଲେ 'ନମୋ ୧୦୮ ପଦ୍ମ'
ଦିଲ୍ଲୀରେ ଭିଏତନାମ ରାଷ୍ଟ୍ରପତି ଟୋ ଲାମଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଵତନ୍ତ୍ର ଉପହାର । ଭେଟିଦେଲେ 'ନମୋ ୧୦୮ ପଦ୍ମ' । ଏହି ବିରଳ ପ୍ରଜାତିର ପଦ୍ମକୁ ଲକ୍ଷ୍ନୌର ଜାତୀୟ ଉଦ୍ଭିଦ ଗବେଷଣା ପ୍ରତିଷ୍ଠାନ (NBRI)ର ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ କରାଯାଇଛି । ଭିଏତନାମ ରାଷ୍ଟ୍ରପତିଙ୍କୁ ଉପହାର ଦେବା ଲାଗି ଏହି ଫୁଟିଥିବା ପଦ୍ମକୁ ଏକ ଫାଇବର ବାକ୍ସରେ ପ୍ୟାକ୍ କରି ଲକ୍ଷ୍ନୌରୁ ଜାତୀୟ ରାଜଧାନୀକୁ ସଡ଼କ ପଥରେ ପଠାଯାଇଥିଲା । ଏହାସହିତ ଫୁଟିଥିବା ଫୁଲ ବହନ କରୁଥିବା ଦୁଇଟି ଜୀବନ୍ତ ଗଛ ଏବଂ ପଦ୍ମ ବୀଜ ଥିବା ଏକ 'ନମୋ କିଟ୍' ମଧ୍ୟ ଉପହାରରେ ଦିଆଯାଇଛି ।
ଏହି ବିରଳ ପଦ୍ମ ପ୍ରଜାତିକୁ ୨୦୨୩ ମସିହାରେ NBRIର ନିର୍ଦ୍ଦେଶକ ଏ.କେ. ଶସାନୀ ଏବଂ ତାଙ୍କ ଦଳ ଦ୍ୱାରା ବିକଶିତ କରାଯାଇଥିଲା । ଏହି ପ୍ରଜାତିର ପଦ୍ମ ଫୁଲ ୧୦ ଇଞ୍ଚ ବ୍ୟାସ ପର୍ଯ୍ୟନ୍ତ ବଢିଥାଏ । ଏହି ଫୁଲ ଉପରେ ପ୍ରତିଷ୍ଠାନ ଦ୍ଵାରା ଉତ୍କୃଷ୍ଟ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରିବା ପରେ ଏହି ବିରଳ ପ୍ରଜାତିଟି ପ୍ରାୟ ସାରା ବର୍ଷ ଫୁଟିଥିଲା । ପୂର୍ବରୁ ଏହା ଋତୁକାଳୀନ ଥିଲା । ଏହି ପଦ୍ମ ଫୁଲଟି ପୋଖରୀ, ଟାଙ୍କି ଏବଂ ପାତ୍ରରେ ଚାଷ କରାଯାଇପାରିବ ।
- କଣ 'ନମୋ ୧୦୮ ପଦ୍ମ'ର ସ୍ଵତନ୍ତ୍ରତା ?

- କାହିଁକି ଦିଆଯାଇଛି 'ନମୋ' ନାମ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଭିଏତନାମର ଜାତୀୟ ଫୁଲ ପଦ୍ମ
ପଢନ୍ତୁ ଏହି ଖବର: ବଦଳିଲା ଦେଶର ରାଜନୈତିକ ମାନଚିତ୍ର; ୭ରୁ ୨୨ ରାଜ୍ୟରେ ପହଞ୍ଚିଲା ପଦ୍ମ ଶିବିର
- ଉପହାରରେ ଆଉ କଣ ?
Related Topics
Explore more stories