BJP Expansion / ବଦଳିଲା ଦେଶର ରାଜନୈତିକ ମାନଚିତ୍ର; ୭ରୁ ୨୨ ରାଜ୍ୟରେ ପହଞ୍ଚିଲା ପଦ୍ମ ଶିବିର
·4 months ago·3 min read

Key Points
ବଦଳୁଛି ଦେଶର ରାଜନୈତିକ ମାନଚିତ୍ର
ଗେରୁଆମୟ ହେଉଛି ଅର୍ଦ୍ଧାଧିକ ଦେଶ
ଗେରୁଆମୟ ହେଉଛି ଅର୍ଦ୍ଧାଧିକ ଦେଶ
୨୦୧୪ରେ ଆରମ୍ଭ ହୋଇଥିଲା ବିଜେପିର ‘ଭାରତ ବିଜୟ’ ଅଭିଯାନ । ଏହା ଭିତରେ ଦଶନ୍ଧିରୁ ଅଧିକ ସମୟ ବିତିଛି । ଏବେ ୨୦୨୬ରେ ୭ରୁ ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପହଞ୍ଚିଛି ପଦ୍ମ ଶିବିର । ଦେଶର ରାଜନୈତିକ ମାନଚିତ୍ରରେ ଭାରତୀୟ ଜନତା ପାର୍ଟିର ଏକଚାଟିଆ ପ୍ରାଧାନ୍ୟ ଜାରି ରହିଛି । ୨୦୧୪ରୁ ଆରମ୍ଭ ହୋଇଥିବା ବିଜେପିର ଏହି ବିଜୟ ରଥ ୨୦୨୬ ସୁଦ୍ଧା ଦେଶର ପ୍ରାୟ ଅଧିକାଂଶ ଭାଗକୁ ନିଜ କବଜାକୁ ନେଇସାରିଛି । ଗତ ୧୨ ବର୍ଷ ମଧ୍ୟରେ ଦଳର ଶାସନ କ୍ଷମତା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି ।
ଆସାମ: ହିମନ୍ତ ବିଶ୍ଵଶର୍ମା
ଅରୁଣାଚଳ ପ୍ରଦେଶ: ପେମା ଖାଣ୍ଡୁ
ବିହାର: ସମ୍ରାଟ ଚୌଧୁରୀ
ଛତିଶଗଡ଼: ବିଷ୍ଣୁ ଦେଓ ସାଇ
ଦିଲ୍ଲୀ: ରେଖା ଗୁପ୍ତା
ଗୋଆ: ପ୍ରମୋଦ ସାୱନ୍ତ
ଗୁଜରାଟ: ଭୂପେନ୍ଦ୍ର ପଟେଲ
ହରିୟାଣା: ନାୟବ ସିଂ ସାଇନି
ମଧ୍ୟ ପ୍ରଦେଶ: ମୋହନ ଯାଦବ
ମହାରାଷ୍ଟ୍ର: ଦେବେନ୍ଦ୍ର ଫଡନାଭିସ
ମଣିପୁର: ୟୁମନାମ ଖେମଚାନ୍ଦ ସିଂ
ଓଡ଼ିଶା: ମୋହନ ଚରଣ ମାଝୀ
ରାଜସ୍ଥାନ: ଭଜନ ଲାଲ ଶର୍ମା
ତ୍ରିପୁରା: ମାଣିକ ଶାହା
ଉତ୍ତର ପ୍ରଦେଶ: ଯୋଗୀ ଆଦିତ୍ୟନାଥ
ଉତ୍ତରାଖଣ୍ଡ: ପୁଷ୍କର ସିଂ ଧାମି
ପଶ୍ଚିମବଙ୍ଗ: ଘୋଷଣା ହୋଇନାହିଁ
ଏହାବାଦ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟ ସରକାର ଅଛନ୍ତି । ଏଠାରେ ବିଜେପିର ମୁଖ୍ୟମନ୍ତ୍ରୀ ନାହାନ୍ତି । ସେହି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ହେଉଛି ଆନ୍ଧ୍ର ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ସିକ୍କିମ ଏବଂ ପୁଡୁଚେରୀ ।
- ୭ରୁ ୨୨ ରାଜ୍ୟର ବିଜୟ ଯାତ୍ରା
- ଏବେ ସୁଦ୍ଧା ୧୬ ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀ
ଆସାମ: ହିମନ୍ତ ବିଶ୍ଵଶର୍ମା
ଅରୁଣାଚଳ ପ୍ରଦେଶ: ପେମା ଖାଣ୍ଡୁ
ବିହାର: ସମ୍ରାଟ ଚୌଧୁରୀ
ଛତିଶଗଡ଼: ବିଷ୍ଣୁ ଦେଓ ସାଇ
ଦିଲ୍ଲୀ: ରେଖା ଗୁପ୍ତା
ଗୋଆ: ପ୍ରମୋଦ ସାୱନ୍ତ
ଗୁଜରାଟ: ଭୂପେନ୍ଦ୍ର ପଟେଲ
ହରିୟାଣା: ନାୟବ ସିଂ ସାଇନି
ମଧ୍ୟ ପ୍ରଦେଶ: ମୋହନ ଯାଦବ
ମହାରାଷ୍ଟ୍ର: ଦେବେନ୍ଦ୍ର ଫଡନାଭିସ
ମଣିପୁର: ୟୁମନାମ ଖେମଚାନ୍ଦ ସିଂ
ଓଡ଼ିଶା: ମୋହନ ଚରଣ ମାଝୀ
ରାଜସ୍ଥାନ: ଭଜନ ଲାଲ ଶର୍ମା
ତ୍ରିପୁରା: ମାଣିକ ଶାହା
ଉତ୍ତର ପ୍ରଦେଶ: ଯୋଗୀ ଆଦିତ୍ୟନାଥ
ଉତ୍ତରାଖଣ୍ଡ: ପୁଷ୍କର ସିଂ ଧାମି
ପଶ୍ଚିମବଙ୍ଗ: ଘୋଷଣା ହୋଇନାହିଁ
ଏହାବାଦ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟ ସରକାର ଅଛନ୍ତି । ଏଠାରେ ବିଜେପିର ମୁଖ୍ୟମନ୍ତ୍ରୀ ନାହାନ୍ତି । ସେହି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ହେଉଛି ଆନ୍ଧ୍ର ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ସିକ୍କିମ ଏବଂ ପୁଡୁଚେରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୬ ରାଜ୍ୟ ଓ UTରେ ବିରୋଧୀ ଇଣ୍ଡି ମେଣ୍ଟ ସରକାର
ପଢନ୍ତୁ ଏହି ଖବର: କଂଗ୍ରେସ ରେକର୍ଡ ଭାଙ୍ଗିଲା ବିଜେପି; ୨୧ ରାଜ୍ୟରେ ଶାସନ କରୁଛି ଏନଡ଼ିଏ ସରକାର
୨୦୨୭ରେ, ଆମ ଆଦମୀ ପାର୍ଟି (AAP) ପଞ୍ଜାବରେ ଏହାର ଗଡ଼କୁ ରକ୍ଷା କରିବାକୁ ଚେଷ୍ଟା କରିବ ଏବଂ ଜୋରାମ ପିପୁଲ୍ସ ମୁଭମେଣ୍ଟ (ZPM) ମିଜୋରାମକୁ ବଞ୍ଚାଇବ । ଦକ୍ଷିଣରେ ନିର୍ବାଚନ ଆରମ୍ଭ କରୁଥିବା ତାମିଲଗା ଭେଟ୍ରି କାଝାଗମ (TVK) ତାମିଲନାଡୁରୁ DMK ହାତରୁ ଶାସନ ଗାଦି ଛଡ଼ାଇ ନେଇଛି, ଯଦିଓ ବିଜୟଙ୍କ ଦଳ ଏକାକୀ ବହୁମତ ଅଙ୍କ ଅତିକ୍ରମ କରିନାହିଁ ଏବଂ ଆଗକୁ ସରକାର ଗଠନ ପାଇଁ କେଉଁ ବାହ୍ୟ ସମର୍ଥନ ଆବଶ୍ୟକ କରିବ ତାହା ଦେଖିବାକୁ ବାକି ଅଛି ।
Related Topics
Explore more stories