New Education Minister / ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ କାହା କାନ୍ଧରେ ଶିକ୍ଷା ମନ୍ତ୍ରଣାଳୟର ଭାର ?
·1 month ago·2 min read

Key Points
କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର
ଏବେ କାହା କାନ୍ଧରେ ଶିକ୍ଷା ବିଭାଗର ଭାର
ନାଁ ଘୋଷଣା କଲେ କେନ୍ଦ୍ର ସରକାର
ଏବେ କାହା କାନ୍ଧରେ ଶିକ୍ଷା ବିଭାଗର ଭାର
ନାଁ ଘୋଷଣା କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କିଏ ନୂଆ କେନ୍ଦ୍ର ଶିକ୍ଷାମନ୍ତ୍ରୀ ହେବେ ତାହା ଉପରେ ପୂରା ଦେଶର ନଜର ରହିଛି । ତେବେ ମୋଦି ସରକାର ପ୍ରହଲ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ତାଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦେବାକୁ ଅନୁମୋଦନ କରିଛନ୍ତି । ତଥାପି ସେ ତାଙ୍କର ବର୍ତ୍ତମାନର ମନ୍ତ୍ରଣାଳୟର ଦାୟିତ୍ୱ ବଜାୟ ରଖିବେ। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ପାଇଁ ସେ ତାଙ୍କର ବର୍ତ୍ତମାନର ଦାୟିତ୍ୱ ସହିତ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ସମ୍ଭାଳିବେ।
ପଢନ୍ତୁ ଏହି ଖବର: ଆଲୋଚନା ଶେଷ; ଜନ୍ତରମନ୍ତରରୁ ଆନ୍ଦୋଳନରୁ ଓହରିଲା CJP
- ରାଷ୍ଟ୍ରପତି ଭବନ ଦ୍ଵାରା ଜାରି ହେଲା ବିଜ୍ଞପ୍ତି
- କେବେଠୁ ଆରମ୍ଭ ହୋଇଥିଲା ଆନ୍ଦୋଳନ ?
ପଢନ୍ତୁ ଏହି ଖବର: ଆଲୋଚନା ଶେଷ; ଜନ୍ତରମନ୍ତରରୁ ଆନ୍ଦୋଳନରୁ ଓହରିଲା CJP
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଜୁନ ୨୮ରୁ ସୋନମ ୱାଙ୍ଗଚୁକଙ୍କ ଅନଶନ
ଜୁଲାଇ ୨୦ରେ ସିଜେପି ଜନ୍ତରମନ୍ତରରୁ ସଂସଦ ପର୍ଯ୍ୟନ୍ତ ରାଲି ଘୋଷଣା କରିଥିଲା । ପୋଲିସ ପ୍ରଦର୍ଶନକାରୀଙ୍କୁ ରାସ୍ତାରେ ରୋକରିଥିଲା । ଏହି ସମୟରେ ଘଟଣା ବେଶି ଚର୍ଚ୍ଚାକୁ ଆସିଥିଲା । ଶେଷରେ ଦେଶର ଯୁବବର୍ଗଙ୍କ ଆକାଂକ୍ଷା, ଭାବନା ଏବଂ ସେମାନଙ୍କ ନ୍ୟାୟୋଚିତ ଅପେକ୍ଷାକୁ ଗଭୀର ସମ୍ମାନ ଜଣାଇ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।
Related Topics
Explore more stories