Rasik Dulari Postmortem Report / କେମିତି ହେଲା ପ୍ରେମାନନ୍ଦଙ୍କ ଶିଷ୍ୟର ମୃତ୍ୟୁ; ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଲା
·1 hour ago·2 min read

Key Points
ପ୍ରେମାନନ୍ଦ ମହାରାଜ ଶିଷ୍ୟ ମୃତ୍ୟୁ ଘଟଣା
ଆସିଲା ରସିକ୍ ଦୁଲାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ
ଶରୀରରୁ ଅଲଗା ହୋଇଯାଇଥିଲା ଗୁପ୍ତାଙ୍ଗ
ଆସିଲା ରସିକ୍ ଦୁଲାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ
ଶରୀରରୁ ଅଲଗା ହୋଇଯାଇଥିଲା ଗୁପ୍ତାଙ୍ଗ
ଲକ୍ଷ୍ନୌ: କାହ୍ନା ନଗରୀ ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କ ଶିଷ୍ୟ ରସିକ୍ ଦୁଲାରୀ ଓରଫ୍ ଦୀପକ ଲୋଧି ମୃତ୍ୟୁ ଘଟଣା । ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଏଥିରେ ତାଙ୍କ ଶରୀରରେ ଲାଗିଥିବା ପ୍ରତିଟି ଆଘାତ ସମ୍ପର୍କରେ ଜଣାପଡ଼ିଛି । ୨୫ ବର୍ଷୀୟ ସାଧକ ଦୀପକଙ୍କ ପୋଷ୍ଟମର୍ଟମ ସେପ୍ଟେମ୍ବର ୨୬ ତାରିଖ ଅପରାହ୍ନ ୨ଟାରୁ ୨.୪୦ ମଧ୍ୟରେ ହୋଇଥିଲା । ତାଙ୍କର ମୃତ୍ୟୁର ଖୁଲାସା ଏହି ରିପୋର୍ଟରେ ହୋଇଯାଇଛି ।
ପଢନ୍ତୁ ଏହି ଖବର: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ମୃତ୍ୟୁ ଘଟଣା; ନୂଆ CCTV ଭିଡିଓ କହିଦେଲା ସତ
- ଶରରୀରୁ ଅଲଗା ହୋଇଯାଇଥିଲା ପ୍ରାଇଭେଟ୍ ପାର୍ଟ
- ଫୁସଫୁସ୍ ଫାଟିଯାଇଥିଲା
ପଢନ୍ତୁ ଏହି ଖବର: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ମୃତ୍ୟୁ ଘଟଣା; ନୂଆ CCTV ଭିଡିଓ କହିଦେଲା ସତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କାହିଁକି ଘଟିଲା ମୃତ୍ୟୁ ?
- ରସିକ୍ ଦୁଲାରୀ କିଏ ?
Related Topics
Explore more stories