Hot Water Bag Death / ଇଞ୍ଜିନିୟରଙ୍କ ଜୀବନ ନେଇଗଲା ହଟ୍ ୱାଟର ବ୍ୟାଗ୍; ଏମିତି ହେଲା ମୃତ୍ୟୁ
·1 hour ago·2 min read

Key Points
ହଟ୍ ୱାଟର ବ୍ୟାଗ୍ ପାଇଁ ପୁଣେ ଇଞ୍ଜିନିୟର ମୃତ
ଅକାଳରେ ଆଖି ବୁଜିଲେ ୩୦ବର୍ଷୀୟ ଇଞ୍ଜିନିୟର
ଅକାଳରେ ଆଖି ବୁଜିଲେ ୩୦ବର୍ଷୀୟ ଇଞ୍ଜିନିୟର
ମୁମ୍ବାଇ: ଆଜିକାଲି ଅନେକ ଲୋକ ପେଟ, ବେକ, ଅଣ୍ଟାରେ ଯନ୍ତ୍ରଣା ହେଲା ହଟ୍ ୱାଟର୍ ବ୍ୟାଗ୍ର ବ୍ୟବହାର କରୁଛନ୍ତି । କିନ୍ତୁ ଏହି ଗରମ ପାଣି ଥିବା ଥଳି ପାଇଁ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି । ମହାରାଷ୍ଟ୍ର ପୁଣେରୁ ଆସିଛି ଏପରି ଏକ ଦୁଃଖଦ ଘଟଣା । ୩୦ ବର୍ଷୀୟ ଆଇଟି ଇଞ୍ଜିନିୟର ରୋହନ କୁବାଡି ହଟ୍ ୱାଟର୍ ବ୍ୟାଗ୍ ବ୍ୟବହାର କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ରୋହନ ତାଙ୍କ ବେକ ତଳେ ଏକ ଗରମ ପାଣି ବ୍ୟାଗ ରଖି ଶୋଇଥିଲେ ।
ପଢନ୍ତୁ ଏହି ଖବର: ମୃତକଙ୍କ ହାତରେ ଇଂରାଜୀରେ ଲେଖାଅଛି "ଅଭିନାଶ ଗୌରୀ"; ଟାଟୁ ଦେବ କି ସୁରାକ ?
- ମୃତ୍ୟୁର ୨ ଦିନ ପରେ ଜଣାପଡ଼ିଲା
- ବିଦ୍ୟୁତ ଆଘାତ ମୃତ୍ୟୁର କାରଣ !
ପଢନ୍ତୁ ଏହି ଖବର: ମୃତକଙ୍କ ହାତରେ ଇଂରାଜୀରେ ଲେଖାଅଛି "ଅଭିନାଶ ଗୌରୀ"; ଟାଟୁ ଦେବ କି ସୁରାକ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଗରମ ପାଣି ବ୍ୟାଗ ବ୍ୟବହାର କଲାବେଳେ ସାବଧାନ
Related Topics
Explore more stories