Crime News / ଔଷଧ ଦୋକାନରେ ବିକ୍ରି ହେଉଥିଲା 'ଡ୍ରଗ୍ସ'; ଧରାପଡ଼ିବାରୁ ଗୁଳି କରି ମାରି*ଦେଲେ ଦୋକାନୀ
·1 hour ago·2 min read

Key Points
ନିଶା ବିରୋଧରେ ଲଢ଼ୁଥିଲେ, ଗୁଳି କରି ମାରିଦେଲ । ପଞ୍ଜାବର ମାନସାରେ ନିଶା ବିରୋଧୀ କାର୍ଯ୍ୟକର୍ତ୍ତା ପରବିନ୍ଦର ଝୋଟାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ନୂଆଦିଲ୍ଲୀ: ୪ ମିନିଟ୍ର ଯୁକ୍ତିତର୍କ । ପୁଣି ମେଡିସିନ୍ ଷ୍ଟୋର ଭିତରେ ଗୁଳିମାଡ଼ । ଚାଲିଗଲା ନିଶା ବିରୋଧୀ କାର୍ଯ୍ୟକର୍ତ୍ତାଙ୍କ ଜୀବନ । ମଙ୍ଗଳବାର ସକାଳ ପଞ୍ଜାବର ମାନସାରେ ନିଶା ବିରୋଧୀ କାର୍ଯ୍ୟକର୍ତ୍ତା ପରବିନ୍ଦର ଝୋଟାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏକ ମେଡିକାଲ୍ ଷ୍ଟୋର୍ର ମାଲିକ ଗୁଳି କରି ପରବିନ୍ଦରଙ୍କୁ ହତ୍ୟା କରିଥିବା ଫେସବୁକ୍ ଲାଇଭରେ ଭିଡିଓ ରେକର୍ଡ ହୋଇଛି ।
ଯାହାକୁ ମନସାରେ ଉତ୍ତେଜନା ପ୍ରକାଶ ପାଇଛି । ଗୁଳିମାଡ଼ରେ ପରବିନ୍ଦରଙ୍କ ଅନ୍ୟ ଜଣେ ସହଯୋଗୀ ଆହତ ମଧ୍ୟ ହୋଇଛନ୍ତି । ସୂଚନା ଅନୁସାରେ, ମେଡିସିନ୍ ଷ୍ଟୋରରେ ନିଶା ଦ୍ରବ୍ୟ ବିକ୍ରି ନେଇ ମାଲିକଙ୍କୁ ପଚାରିଥିଲେ ପରବିନ୍ଦର । ଯାହାକୁ ନେଇ ମେଡିସିନ୍ ଷ୍ଟୋର ମାଲିକ ଓ ପରବିନ୍ଦରଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ୩୦ ମହଲାରୁ ଖସି ସଫ୍ଟୱେର ଇଞ୍ଜିନିୟରଙ୍କ ମୃ*ତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ଫେସବୁକ୍ରେ Live ଭିଡିଓ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଥା କଟାକଟି ସମୟରେ ପରବିନ୍ଦର ଫେସବୁକ୍ରେ ଲାଇଭ୍ ଭିଡିଓ କରିଥିଲେ । ପ୍ରାୟ ୪ ମିନିଟ୍ ଧରି ଯୁକ୍ତିତର୍କ ପରେ ଦୋକାନ ମାଲିକ ପରବିନ୍ଦରଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଯାହାପରେ ପରବିନ୍ଦର ତଳେ ପଡ଼ି ଯାଇଥିବା ଭିଡିଓରୁ ଜଣାପଡ଼ୁଛି ।
ମିଳିଥିବା ସୂଚନା ଅନୁସାରେ, ଗୁଳିମାଡ଼ ପରେ ମେଡିସିନ୍ ଷ୍ଟୋରର ମାଲିକ ଦୋକାନ ବନ୍ଦ କରି ଫେରାର୍ ହୋଇ ଯାଇଛି । ପୋଲିସ ଖବର ପାଇ ପହଞ୍ଚିଥିବା ବେଳେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
କାହିଁକି ହେଲା ଯୁକ୍ତିତର୍କ ?
ପରବିନ୍ଦର ଓ ମେଡିକାଲ୍ ଷ୍ଟୋର ମାଲିକଙ୍କ ମଧ୍ୟରେ ଯୁକ୍ତିତର୍କର ଭିଡିଓ ମଧ୍ୟ ଫେସବୁକ୍ ଲାଇଭ୍ରେ ରହିଛି । ଭିଡିଓରେ ପରବିନ୍ଦର ସିସିଟିଭି ଫୁଟେଜ୍ ଦେଖାଇବାକୁ କହିଛନ୍ତି । ସେଠାରେ ଉପସ୍ଥିତ ଲୋକେ DSPଙ୍କ ସହ ସମ୍ପର୍କ କରିବାକୁ କହୁଥିବା ଶୁଣା ଯାଉଛି ।
ଏଭଳି ଭାବେ ମେଡିକାଲ୍ ଷ୍ଟୋର ମାଲିକ ଓ ପରବିନ୍ଦରଙ୍କ ମଧ୍ୟରେ ପ୍ରାୟ ୪ ମିନିଟ୍ ଧରି ଯୁକ୍ତିତର୍କ ଲାଗି ରହିଥିଲା । ଯୁକ୍ତିତର୍କ ପରେ ଦୋକାନୀ, ପରବିନ୍ଦରଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଯାହାପରେ ପରବିନ୍ଦର ତଳେ ପଡ଼ିଯିବା ସହ ୪ ମିନିଟ୍ ପରେ ଲାଇଭ୍ ରେକର୍ଡିଂ ବନ୍ଦ ହୋଇ ଯାଇଥିଲା ।
ନିଶା ବିରୋଧରେ ଲଢ଼ୁଥିଲେ ପରବିନ୍ଦର

ପରବିନ୍ଦର ଝୋଟା ଦୀର୍ଘ ଦିନ ହେଲା ନିଶା ବିରୋଧରେ ଅଭିଯାନ ଚଳାଇ ଆସୁଥିଲେ । ମାନସା ସହ ଆଖପାଖ ଅଞ୍ଚଳରେ ସକ୍ରିୟ ରହି ନିଶା ଦ୍ରବ୍ୟ ନଷ୍ଟ କରିବା ସହ ମେଡିକାଲ୍ ଷ୍ଟୋରରେ ବିକ୍ରି ହେଉଥିବା ନିଶା ସାମଗ୍ରୀକୁ ନେଇ ସ୍ଵର ଉଠାଉଥିଲେ ।
ଏଥିସହ ପଢ଼ନ୍ତୁ: ପୁରୁଣା ବିବାଦରୁ ଠେଙ୍ଗାରେ ପିଟିପିଟି ନେଇଗଲେ ପୂର୍ବତନ ବିଧାୟକଙ୍କ ଜୀବନ
ଏହା ପୂର୍ବରୁ ପରବିନ୍ଦର ୨୦୨୩ରେ ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ଜଣେ ମେଡିକାଲ୍ ଷ୍ଟୋର ମାଲିକଙ୍କ ସହ ପରବିନ୍ଦରଙ୍କ ବିବାଦ ହୋଇଥିଲା । ଯାହାକୁ ନେଇ ଏତଲା ହୋଇଥିଲା । ୨୦୨୩ ଜୁଲାଇ ୧୫ରେ ମାରପିଟ୍ ଓ ବିନା ଅନୁମତି ପ୍ରବେଶ, ହିଂସା ପାଇଁ ଗିରଫ ହୋଇଥିଲେ ପରବିନ୍ଦର । ସେହି ବର୍ଷ ସେପ୍ଟେମ୍ବରରେ ତାଙ୍କୁ ଜାମିନ୍ ମିଳିଥିଲା ।

Related Topics
Explore more stories