Mosquito Menace / 'ବିବାହ ପାଇଁ କେହି ଝିଅ ଦେଉନାହାନ୍ତି', ମଶା ଯୋଗୁଁ ଚିନ୍ତାରେ ପୂରା ଗାଁ
·3 hours ago·2 min read

Key Points
ଏମିତି ଏକ ଗାଁ ଯେଉଁଠି ମଶା କରିଦେଉନି ବାହାଘର
ମଶା ପାଇଁ ଗାଁର ସବୁ ପରିବାର ଚିନ୍ତାରେ ପଡ଼ିଛନ୍ତି
ମଶା ପାଇଁ ଗାଁର ସବୁ ପରିବାର ଚିନ୍ତାରେ ପଡ଼ିଛନ୍ତି
ଏମିତି ଏକ ଗାଁ ଯେଉଁଠି ମଶା କରିଦେଉନି ବାହାଘର । ଗାଁରେ ଏତେ ମାତ୍ରାରେ ମଶା ହୋଇଛନ୍ତି ଯେ, ସେଠାରେ ରହିବା ବି ମୁସ୍କିଲ ହୋଇପଡ଼ିଛି । ରାତି ହେବା ମାତ୍ରେ ଭଣ ଭଣ ହେଉଛନ୍ତି ମଶା । ଯେତେ କବାଟ କିଳିଲେ ବି ମଶା ପରି ଛୋଟ ପତଙ୍ଗଟିଏ ମଣିଷକୁ କଲବଲ କରୁଛି । ଏହି ଗାଁର ଏପରି ଅବସ୍ଥା ହୋଇଯାଇଛି ଯେ ଏଠି ଝିଅ ଦେବାକୁ ବି ଲୋକେ ଅମଙ୍ଗ ହେଲେଣି । ଫଳରେ ଅନେକ ଯୁବକଙ୍କ ବାହାଘର ହୋଇପାରୁନଥିବା ଜଣାପଡ଼ିଛି ।
ପଢନ୍ତୁ ଏହି ଖବର: ସମସ୍ତଙ୍କୁ ଚମକାଇଦେଲେ ୮୯ ବର୍ଷୀୟ ବୃଦ୍ଧା; ୨୭ ମହଲାରୁ ତଳକୁ ଓହ୍ଲାଇଲେ
- ସନ୍ଧ୍ୟା ହେଲେ ଫେରିଯାଆନ୍ତି ଅତିଥି
- କେଉଁଠି ଅଛି ଏହି ଗାଁ ?
ପଢନ୍ତୁ ଏହି ଖବର: ସମସ୍ତଙ୍କୁ ଚମକାଇଦେଲେ ୮୯ ବର୍ଷୀୟ ବୃଦ୍ଧା; ୨୭ ମହଲାରୁ ତଳକୁ ଓହ୍ଲାଇଲେ
- ସ୍ଵତନ୍ତ୍ର ଟେକ୍ନୋଲୋଜିର ବ୍ୟବହାର କରୁଛି ପ୍ରଶାସନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories