ନବୀନ ନିବାସରେ ବୈଠକ , ଆଜି ଘୋଷଣା ହୋଇପାରେ ରାଜ୍ୟସଭା ପ୍ରାର୍ଥୀ
·2 years ago

ଅର୍ଗସ ବ୍ୟୁରୋ : ନବୀନ ନିବାସରେ ଗୁରୁତ୍ବପୂର୍ଣ୍ଣ ବୈଠକ। ରାଜ୍ୟସଭା ପ୍ରାର୍ଥୀ ନେଇ ବୈଠକରେ ଆଲୋଚନା ହେଉଥିବା ସୂଚନା।ବିଧାୟକଙ୍କ ସମେତ ବହୁ ବରିଷ୍ଠ ନେତା ବୈଠକରେ ସାମିଲ। ପ୍ରାୟ ୪୫ ମିନିଟ ହେବ ଚାଲିଛି ବୈଠକ । ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ ବ୍ୟାକଉଟରେ ରାଜ୍ୟ ସରକାର । 4ଟି ଗୁରୁତ୍ବପୂର୍ଣ୍ଣ ବିଷୟ ନେଇ ଚାଲିଛି ଆଲୋଚନା । ଆଗାମୀ ସାଧାରଣ ନିର୍ବାଚନ ନେଇ ହୋଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: