Fake Vegetables / ପନିପରିବାକୁ ରାତାରାତି ବଡ଼ କରିବା ନାଁରେ ତିଆରି ହେଉଥିଲା ବିଷ; STFର ଚଢ଼ାଉ
·12 mins ago·2 min read

Key Points
ଉତ୍ତର ପ୍ରଦେଶ ମେରଠ STFର ଚଢ଼ାଉ
୬୦ ଲିଟର ନକଲି ଅକ୍ସିଟୋସିନ୍ ଜବତ
ରାତାରାତି ବଡ଼ ହେଉଥିଲା ପନିପରିବା
ଅଭିଯୁକ୍ତ ଭୁରାକୁ ଗିରଫ କଲା ପୋଲିସ
୬୦ ଲିଟର ନକଲି ଅକ୍ସିଟୋସିନ୍ ଜବତ
ରାତାରାତି ବଡ଼ ହେଉଥିଲା ପନିପରିବା
ଅଭିଯୁକ୍ତ ଭୁରାକୁ ଗିରଫ କଲା ପୋଲିସ
ଲକ୍ଷ୍ନୌ: ପନିପରିବାକୁ ରାତାରାତି ବଡ଼ କରିବା ଲୋଭ । ଆଉ ଏହି ଲୋଭରେ ବ୍ୟବହାର ହେଉଥିଲା ନକଲି ଅକ୍ସିଟୋସିନ୍, ଯାହାକୁ ବିଷ ସହ ତୁଳନା କରାଯାଉଛି । ଉତ୍ତରପ୍ରଦେଶର ସାହାରନପୁରରେ ଏଭଳି ଏକ ଅବୈଧ ଫ୍ୟାକ୍ଟ୍ରିର ପର୍ଦ୍ଦାଫାସ୍ କରିଛି ମେରଠ STF । ଗୁପ୍ତ ସୂଚନା ଆଧାରରେ ଦାନିଶ୍ କଲୋନୀର ଏକ ଭଡ଼ା ଘରେ ଚଢ଼ାଉ କରି ନକଲି ଅକ୍ସିଟୋସିନ୍ ତିଆରି ଓ ପ୍ୟାକିଂ କରୁଥିବା ଅଭିଯୁକ୍ତ ଭୁରାକୁ ଗିରଫ କରିଛି ଟିମ୍।
ପଢନ୍ତୁ ଏହି ଖବର: ସମ୍ପର୍କଠୁ ବଡ଼ ହେଲା ଟଙ୍କା; ୮ କୋଟି ପାଇଁ ସ୍ଵାମୀ-ପୁଅ-ଭଣଜାକୁ ଦେଉଥିଲା ବିଷ
- ଜେଲ୍ରୁ ଫେରି ପୁଣି ଆରମ୍ଭ କରିଥିଲା କାରବାର
- ୬୦ ଲିଟର ନକଲି ଦ୍ରବ୍ୟ ଜବତ
ପଢନ୍ତୁ ଏହି ଖବର: ସମ୍ପର୍କଠୁ ବଡ଼ ହେଲା ଟଙ୍କା; ୮ କୋଟି ପାଇଁ ସ୍ଵାମୀ-ପୁଅ-ଭଣଜାକୁ ଦେଉଥିଲା ବିଷ
- କେଉଁଠି ହେଉଥିଲା ସପ୍ଲାଏ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories