Honeymoon Tragedy / ହନିମୁନ୍ରେ ବାର୍ବିକ୍ୟୁ ନିଆଁ ନେଲା ଜୀବନ; ୨ ମାସ ପରେ ମୃତ୍ୟୁ ସହ ହାରିଗଲେ ନବବଧୂ ନିକିତା
·1 hour ago·2 min read

Key Points
ଜୀବନ ଯୁଦ୍ଧରେ ହାରିଗଲେ ନିକିତା
ହନିମୁନ୍ରେ ବାର୍ବିକ୍ୟୁ ନିଆଁରେ ପୋଡ଼ିଯାଇଥିଲେ
୬୭ ଦିନ ପରେ ଚାଲିଗଲା ଜୀବନ
ହନିମୁନ୍ରେ ବାର୍ବିକ୍ୟୁ ନିଆଁରେ ପୋଡ଼ିଯାଇଥିଲେ
୬୭ ଦିନ ପରେ ଚାଲିଗଲା ଜୀବନ
କୋଲକାତା: ଦାର୍ଜିଲିଂର ସିତୋଙ୍ଗ ଉପତ୍ୟକାରେ ଆରମ୍ଭ ହୋଇଥିବା ଏକ ନୂତନ ଜୀବନ କାହାଣୀ ଶେଷରେ ଶୋକରେ ପରିଣତ ହୋଇଛି । ମଧୁଚନ୍ଦ୍ରିମାରେ ନବବିବାହିତା ନିକିତା ସାହା ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମୃତ୍ୟୁ ସହ ଦୁଇ ମାସ ଲଢ଼େଇ କରି ଶେଷରେ ଆଖି ବୁଜିଛନ୍ତି । ଗୁରୁବାର ଭୋର ପ୍ରାୟ ୪ଟାରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ହନିମୁନ୍ରେ ଯାଇ ବାରବେକ୍ୟୁ ନିଆଁରେ ଜଳିଯାଇଥିଲେ ।
ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରର ଚୋପ୍ରାର ବାସିନ୍ଦା ନିକିତା ସାହାଙ୍କ ବିବାହ କିଛି ଦିନ ପୂର୍ବରୁ ହୋଇଥିଲା । ତାଙ୍କ ସ୍ୱାମୀଙ୍କ ସହିତ ଏକ ନୂତନ ଜୀବନର ସ୍ୱପ୍ନ ନେଇ ସେ ଦାର୍ଜିଲିଂର ସୁନ୍ଦର ଗ୍ରାମ ସିତୋଙ୍ଗରେ ପହଞ୍ଚିଥିଲେ । କିଏ ଜାଣିଥିଲା ଯେ ଏହି ଖୁସିର ଯାତ୍ରା ତାଙ୍କର ଶେଷ ହେବ ।

- ୧୩ ସେପ୍ଟେମ୍ବରର ସେହି ଅନ୍ଧାର ରାତି
- ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ପରିବାର ଉପରେ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼
ପଢନ୍ତୁ ଏହି ଖବର: ନୂଆ ସଂସାର ଗଢିବା ପୂର୍ବରୁ ବାପଘରେ ଶୋକର ଛାୟା; ଚାଲିଗଲେ ବାପା, ମାସକ ଭିତରେ ବାପା-ମାଆ ଆରପାରିରେ
- ହୋମଷ୍ଟେ ବ୍ୟବସ୍ଥା ଉପରେ ପ୍ରଶ୍ନ
Related Topics
Explore more stories