Supreme Court Verdict / 'ସ୍ତ୍ରୀ ସହ କଥା ନହେବା ନିଷ୍ଠୁରତା ନୁହେଁ'; HCଙ୍କ ରାୟ ବଦଳାଇଲେ ସୁପ୍ରିମକୋର୍ଟ
·3 months ago·2 min read

Key Points
ସୁପ୍ରିମକୋର୍ଟଙ୍କ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ରାୟ
କହିଲେ ସ୍ତ୍ରୀ ସହ କଥା ନହେବା କ୍ରୁରତା ନୁହେଁ
ବଦଳାଇଦେଲେ ହାଇକୋର୍ଟଙ୍କ ରାୟ
କହିଲେ ସ୍ତ୍ରୀ ସହ କଥା ନହେବା କ୍ରୁରତା ନୁହେଁ
ବଦଳାଇଦେଲେ ହାଇକୋର୍ଟଙ୍କ ରାୟ
ସୁପ୍ରିମକୋର୍ଟ ବୈବାହିକ ଜୀବନରେ ବିବାଦ ଏବଂ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ ସହ ଜଡ଼ିତ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ଜଣେ ସ୍ୱାମୀଙ୍କୁ ଦୋଷମୁକ୍ତ କରି ସ୍ପଷ୍ଟ ଭାବରେ କହିଛନ୍ତି ଯେ କିଛି ଦିନ ପାଇଁ ସ୍ତ୍ରୀଙ୍କ ଠାରୁ ଯୋଗାଯୋଗ ବନ୍ଦ ରଖିବା ନିଷ୍ଠୁରତା ଭାବରେ ବିବେଚିତ ହୋଇପାରିବ ନାହିଁ । ବୈବାହିକ ଜୀବନରେ ମତଭେଦ ଏବଂ ବେଳେବେଳେ ନୀରବତା ସ୍ୱାଭାବିକ ।
ସଙ୍ଗୀତାଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ପତ୍ରରେ ଦାବି କରାଯାଇଥିଲା ଜୟେଶ ମସ୍କଟକୁ ଯିବାପରେ ସଙ୍ଗୀତାଙ୍କ ସହ ଫୋନରେ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । ଲଗାତାର ୧୩ ଦିନ ପର୍ଯ୍ୟନ୍ତ ଯୋଗାଯୋଗ ନ କରିବାରୁ ସଙ୍ଗୀତା ମାନସିକ ନିର୍ଯାତନା ପାଇଥିଲେ ଏବଂ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ । ଏହାକୁ ଆଧାର କରି ଟ୍ରାଏଲ୍ କୋର୍ଟ ଜୟେଶଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮ଏ (ମହିଳାଙ୍କ ପ୍ରତି ନିଷ୍ଠୁରତା) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ₹୧୦,୦୦୦ ଜରିମାନା ଦଣ୍ଡିତ କରିଥିଲେ । ଟ୍ରାଏଲ କୋର୍ଟଙ୍କ ଏହି ରାୟକୁ ମାଡ୍ରାସ ହାଇକୋର୍ଟ ମଧ୍ୟ ସ୍ଥିର ରଖିଥିଲେ ।
- କ’ଣ ପୂରା ଘଟଣା ?

- କାହିଁକି ଦୋଷମୁକ୍ତ କଲେ ସୁପ୍ରିମକୋର୍ଟ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଲ୍ ରେକର୍ଡର ଅଭାବ: ସରକାରୀ ଓକିଲ କେବଳ ମୌଖିକ ସାକ୍ଷ୍ୟ ଏବଂ ହ୍ୱାଟ୍ସଆପ୍ ମେସେଜଗୁଡ଼ିକ ନ ଆସିବା ରେକର୍ଡ ଉପସ୍ଥାପନ କରିଥିଲେ । କୋର୍ଟ କହିଥିଲେ ଯେ କେବଳ ହ୍ୱାଟ୍ସଆପ୍ ମେସେଜ ନ ଆସିବା ଦ୍ଵାରା ଧରାଯାଇପାରିବ ନାହିଁ ଯେ କଥାବାର୍ତ୍ତା ହୋଇନାହିଁ । ସେପଟେ ସ୍ୱାମୀ ଦାବି କରିଥିଲେ ଯେ ତାଙ୍କ ସ୍ତ୍ରୀଙ୍କ ଫୋନ୍ ଖରାପ ଥିବାରୁ ସେ ତାଙ୍କ ଶ୍ୱଶୁରଙ୍କ ସହ କଥା ହୋଇଥିଲେ, କିନ୍ତୁ ଏହି କଥାକୁ ମିଛ ସାବ୍ୟସ୍ତ କରିବା ଲାଗି ଶ୍ଵଶୁର କୌଣସି କଲ୍ ରେକର୍ଡ ଦେଇନାହାନ୍ତି ।
ପଢନ୍ତୁ ଏହି ଖବର: ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ୩ମାସ ଭିତରେ ଶୁଣାଅ ସଂରକ୍ଷିତ ରାୟ
ଏକାଠି ରହିବା ସମୟରେ କୌଣସି ନିର୍ଯାତନା ଦିଆଯାଇନାହିଁ: ସୁପ୍ରିମକୋର୍ଟ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଦିଗକୁ ଉଲ୍ଲେଖ କରି କହିଛନ୍ତି ଯେ ଦମ୍ପତି ଭାରତରେ ଏକାଠି ରହୁଥିବା ସମୟରେ (୨ ନଭେମ୍ବରରୁ ୨୯ ନଭେମ୍ବର, ୨୦୧୪) କୌଣସି ନିଷ୍ଠୁରତା କିମ୍ବା ହଇରାଣର ଅଭିଯୋଗ ଆସିନଥିଲା କିମ୍ବା ପ୍ରମାଣିତ ହୋଇନଥିଲା ।

- ନିଷ୍ଠୁରତାର ପରିଭାଷା କଣ ବୁଝାଇଲେ ସୁପ୍ରିମକୋର୍ଟ
Related Topics
Explore more stories