Tejas Crash / ଦୁବାଇରେ ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ ମୃତ
·4 months ago·2 min read

Key Points
ପାଇଲଟ ହଠାତ ସ୍ବଦେଶୀ ଯୁଦ୍ଧ ବିମାନ LCA ତେଜସ ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ବିମାନଟି ଖୁବ ଜୋରରେ ତଳେ ପଡ଼ିଥିଲା। ଆଉ ହଠାତ ଜଳିଯାଇଥିଲା।
ଏୟାର ଶୋ’ରେ କ୍ରାସ ହେଲା ତେଜସ୍ ବିମାନ । କ୍ରାସ ହୋଇଗଲା ଭାରତୀୟ ଯୁଦ୍ଧ ବିମାନ ତେଜସ। ରିପୋର୍ଟ ଅନୁଯାୟୀ, ଦୁବାଇ ଏୟାର ଶୋ’ରେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଏକ ତେଜସ୍ ବିମାନ ଶୁକ୍ରବାର ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅପରାହ୍ନ ସମୟରେ ଆକାଶ ମାର୍ଗରେ ପ୍ରଦର୍ଶନ କରୁଥିବା ସମୟରେ ଏଚଏଏଲ ନିର୍ମିତ ତେଜସ୍ ବିମାନଟି ଖସି ପଡ଼ିଛି। ତଳେ ପଡ଼ିବା କ୍ଷଣି ସଙ୍ଗେ ସଙ୍ଗେ ଜଳିଯାଇଥିଲା। ଏହି ଏୟାର ଶୋ’ ଦେଖିବା ଲାଗି ପ୍ରବଳ ଜନସମାଗମ ହୋଇଥିଲା। ବିମାନ କ୍ରାସର କାରଣ ଏଯାଏ କିଛି ଜଣାପଡ଼ିନାହିଁ।
ଏହାସହ ପଢ଼ନ୍ତୁ: ମୃତ୍ୟୁକୁ ବି ମାତ୍ ଦେଲେ...241 ମରିଗଲେ, ସେ ବଞ୍ଚିଗଲେ,ଦେଖନ୍ତୁ ଭିଡିଓ
ଘଟଣାଟି ସ୍ଥାନୀୟ ସମୟ ଅପରାହ୍ନ ୨ଟା୧୦ ରେ ଘଟିଥିଲା, ଯେତେବେଳେ ହଜାର ହଜାର ଦର୍ଶକ ବିମାନର ଷ୍ଟଣ୍ଟ ଦେଖୁଥିଲେ। ମଝି ଆକାଶରେ ମୋଡ଼ ନେବା ସମୟରେ, ପାଇଲଟ ହଠାତ ସ୍ବଦେଶୀ ଯୁଦ୍ଧ ବିମାନ LCA ତେଜସ ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ବିମାନଟି ଖୁବ ଜୋରରେ ତଳେ ପଡ଼ିଥିଲା। ଆଉ ହଠାତ ଜଳିଯାଇଥିଲା।
ଏହାସହ ପଢ଼ନ୍ତୁ: କାହିଁକି ଏଭଳି ଘଟିଲା, କିଏ ଏଥିପାଇଁ ଦାୟୀ ? ଟିକିନିଖ ହେବ ତଦନ୍ତ...
ଦୁର୍ଘଟଣାସ୍ଥଳରୁ ଘନ କଳା ଧୂଆଁ ଉଠିଥିଲା । ଏହି ଦୁର୍ଘଟଣା ପରେ ଦର୍ଶକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏୟାର ଶୋ’ ଦେଖିବାକୁ ପରିବାର ସହ ପିଲାମାନେ ମଧ୍ୟ ଆସିଥିଲେ । ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଥିବା IAF ସୂଚନା ଦେଇଛି। ତେବେ ଏଭଳି ଦୁର୍ଘଟଣା କାହିଁକି ହେଲା ଭାରତୀୟ ବାୟୁସେନା ତଦନ୍ତ ନିର୍ଦ୍ଦେଶ ଦେଇଛି। କୋର୍ଟ ଅଫ ଇନକ୍ବାରୀ ଲାଗି ନିର୍ଦ୍ଦେଶ ଦେବାସହ ଏଭଳି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛି ଭାରତୀୟ ବାୟୁସେନା।

ତେଜସ ବିମାନ କଣ?
ତେଜସ ହେଉଛି ଭାରତରେ ନିଜେ ତିଆରିହୋଇଥିବା ଏକ ଲାଘବୀ ଯୁଦ୍ଧ ବିମାନ (Light Combat Aircraft – LCA)। ଏହାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ବାଣିଜ୍ୟିକ ଉଦ୍ୟମ ଏବଂ DRDO-ର ସହଯୋଗରେ ତିଆରି କରାଯାଇଛି। ଏହାକୁ ହାଲୁକା ଏବଂ ଦ୍ରୂତ ଗତିରେ ଉଡ଼ିବାପାଇଁ ନିର୍ମାଣ କରାଯାଇଥାଏ।
ଯେଉଁଥିପାଇଁ ଆକାଶରେ ଥିବାବେଳେ ଏହା କ୍ଷୀପ୍ର ଗତିରେ ଉଡ଼ିଥାଏ ଏହା ସହିତ ଯୁଦ୍ଧ ସମୟରେ ବହୁ ସହଯୋଗ କରିଥାଏ।
ଏହାକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ମାନେ HAL ଦ୍ବାରା ଏହାକୁ ବିକଶିତ କରାଯାଇଛି। ଏହା ୪.୫ ପିଢ଼ିର ବିମାନ ଅଟେ। ମାନେ ଏହି ବିମାନ ବହୁ ଉନ୍ନତକୌଶଳ ଦ୍ବାରା ନିର୍ମାଣ କରାଯାଇଛି। ଏହା ଏତେ ହାଲୁକା ଯେ, ପବନରେ ସୁପରସୋନିକ ଭଳି ଉଡ଼ାଣ ଭରିଥାଏ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories