Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୁମ୍ବାଇର ଟାଇମ୍‌ସ ଟାଓ୍ବାର ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ  

Swayangprajna Mishra
Browse all articles by Swayangprajna Mishra
·1 year ago
ମୁମ୍ବାଇର ଟାଇମ୍‌ସ ଟାଓ୍ବାର ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ  

ଅର୍ଗସ ବ୍ୟୁରୋ : ମୁମ୍ବାଇର ଲୋୟର ପାରେଲ ଓ୍ବେଷ୍ଟରେ ଥିବା ଟାଇମ୍‌ସ ଟାଓ୍ବାର ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ  । ହୁ ହୁ ହୋଇ ଜଳୁଛି ବିଲଡିଂ । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ପହଞ୍ଚିଲେ ୯ଟି ଅଗ୍ନିଶମ ଟିମ୍ ।  ଆଜି ସକାଳୁ ଲୋୟର ପାରେଲର ଥିବା ଟାଇମସ ଟାଓ୍ବାର ବିଲଡିଂରେ ହଠାତ୍ ନିଆଁ ଲାଗିଯାଇଥିଲା ।

ଅଧିକ ପଢନ୍ତୁ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ସର୍ଟ ସର୍କିଟ

ଚାହୁଁ ଚାହୁଁ ନିଆଁ ଗୋଟିଏ ପରେ ଗୋଟିଏ ମହଲାକୁ ବ୍ୟାପି ଯାଇଥିଲା । ଖବର ପାଇଁ ଅଗ୍ନିଶମ ବିଭାଗର ୯ଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Terrible fire in Mumbai's Times Tower building | Argus News