Gold Donation / ତିରୁପତି ବାଲାଜୀଙ୍କୁ ୧୬୦ କୋଟିର ସୁନା ଦାନ; ଚର୍ଚ୍ଚାରେ ବ୍ୟବସାୟୀ, ଟ୍ରକରେ ଆସି ପହଞ୍ଚିଲା
·1 hour ago·2 min read

Key Points
ତିରୁପତିଙ୍କୁ ସୁନା ଦାନ କଲେ ବ୍ୟବସାୟୀ
ଟ୍ରକରେ ଲଦା ହୋଇ ଆସିଲା ସୁନା ଅଳଙ୍କାର
୧୨୧ କେଜି ସୁନାକୁ ଦାମ ୧୬୦ କୋଟି
ଟ୍ରକରେ ଲଦା ହୋଇ ଆସିଲା ସୁନା ଅଳଙ୍କାର
୧୨୧ କେଜି ସୁନାକୁ ଦାମ ୧୬୦ କୋଟି
ଅମରାବତୀ: ଭଗବାନଙ୍କ ପ୍ରତି ଭକ୍ତି... ଆଉ ଭକ୍ତିର ଏମିତି ନିଦର୍ଶନ, ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିରକୁ ଜଣେ ଭକ୍ତ ଦାନ କରିଛନ୍ତି ୧୨୧ କିଲୋଗ୍ରାମ ସୁନାର ଅଳଙ୍କାର । ଏହି ସୁନାର ମୂଲ୍ୟ ପ୍ରାୟ ୧୫୦ରୁ ୧୬୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଭଗବାନ ଭେଙ୍କଟେଶ୍ୱରଙ୍କ ପାଇଁ ଏହି ବିଶାଳ ଦାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସୋସିଆଲ ମିଡିଆରେ ସୁନା ଅଳଙ୍କାରର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ପଢନ୍ତୁ ଏହି ଖବର: ମାତ୍ର ୨୦ଦିନରେ ସୁନା ୧୬ ହଜାର କମିଲାଣି; କେତେବେଳେ କିଣିବେ ସୁନା ଗହଣା ?
- ୧୫ ମାସର ପରିଶ୍ରମ, ୪୫ଟି ସ୍ୱର୍ଣ୍ଣ ଅଳଙ୍କାର

- କମ୍ପାନୀର ସଫଳତା ପରେ ଭଗବାନଙ୍କୁ ସ୍ଵତନ୍ତ୍ର ଦାନ
తిరుమల శ్రీవారికి రూ.206 కోట్ల విలువైన 121 కిలోల బరువుగల స్వర్ణాభరణాలను చెన్నైకి చెందిన వర ఫ్యూచర్ ఎల్.ఎల్.పి సంస్థ ఛైర్మన్ శ్రీ వర్ధమాన్ జైన్, రాధిక జైన్ దంపతులు విరాళంగా అందించారు. భక్తి, దాతృత్వానికి ప్రతీకగా నిలిచిన ఈ మహా విరాళాన్ని ముఖ్యమంత్రి శ్రీ నారా చంద్రబాబు నాయుడు వెల్లడించారు. #TTD #Tirumala #LordVenkateswara #GoldOrnamentsDonation #TTDofficialupdates
— Tirumala Tirupati Devasthanams (@TTDevasthanams) November 26, 2026
ପଢନ୍ତୁ ଏହି ଖବର: ମାତ୍ର ୨୦ଦିନରେ ସୁନା ୧୬ ହଜାର କମିଲାଣି; କେତେବେଳେ କିଣିବେ ସୁନା ଗହଣା ?
- ନାମ ପ୍ରକାଶ ନକରିବାକୁ ଅନୁରୋଧ
- ତିରୁପତି ମନ୍ଦିରର ଇତିହାସରେ ସବୁଠୁ ବଡ଼ ବ୍ୟକ୍ତିଗତ ସୁନା ଦାନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories