Trump Praises Modi / 'ଭାରତ ଯାହା ଚାହିଁବ, ତାକୁ ସେୟା ମିଳିବ', ମୋଦିଙ୍କ ପ୍ରଶଂସାରେ ଟ୍ରମ୍ପ
·1 hour ago·2 min read

Key Points
ଲାଇଭ୍ ଇଭେଣ୍ଟରେ କଲ୍ କରି ମୋଦିଙ୍କୁ ଟ୍ରମ୍ପଙ୍କ ପ୍ରଶଂସା
ଭାରତ ଯାହା ଚାହିଁବ, ତାକୁ ସେୟା ମିଳିବ କହିଲେ
ମୋଦିଙ୍କୁ ଭଲ ପାଆନ୍ତି ଓ ତାଙ୍କର ବନ୍ଧୁ ବୋଲି ବି କହିଲେ
ଭାରତ ଯାହା ଚାହିଁବ, ତାକୁ ସେୟା ମିଳିବ କହିଲେ
ମୋଦିଙ୍କୁ ଭଲ ପାଆନ୍ତି ଓ ତାଙ୍କର ବନ୍ଧୁ ବୋଲି ବି କହିଲେ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦିଲ୍ଲୀର ଏକ ଲାଇଭ ଇଭେଣ୍ଟରେ କଲ୍ କରି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଆମେରିକା ସ୍ଵାଧୀନତା ଘୋଷଣାର ୨୫୦ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଥିରେ ବିଦେଶ ସଚିବ ମାର୍କୋ ରୁବିଓ ଏବଂ ରାଷ୍ଟ୍ରଦୂତ ସେର୍ଗିଓ ଗର୍ ଯୋଗ ଦେଇଥିଲେ । ଏହି ଲାଇଭ୍ ଇଭେଣ୍ଟରେ ଟ୍ରମ୍ପ କଲ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ସହ ତାଙ୍କର ଅତି ପ୍ରିୟ ବନ୍ଧୁ ବୋଲି କହିଛନ୍ତି ।
ଏହାସହିତ ସେ ମୋଦିଙ୍କୁ କେବେ କେବେ ହ୍ଵାଇଟ୍ ହାଉସକୁ ଆସିବାକୁ ନିମନ୍ତ୍ରଣ କରିଥିଲେ । ଟ୍ରମ୍ପ ଆହୁରି କହିଥିଲେ ଯେ ଭାରତ ତାଙ୍କ ଉପରେ ଓ ଆମେରିକା ଉପରେ ଶତ ପ୍ରତିଶତ ଭରସା କରିପାରିବ । ଏହାସହିତ ଜଣେ ସର୍ବୋତ୍କୃଷ୍ଟ ବିଦେଶ ସଚିବ ଭାବେ ମାର୍କୋ ରୁବିଓଙ୍କୁ ପ୍ରଶଂସା କରିଥିଲେ । ମାର୍କୋଙ୍କ ପରି ଜଣେ ବିଦେଶ ସଚିବ ପାଇଥିବାରୁ ଭାରତକୁ ବହୁତ କିଛି ପ୍ରତିବଦଳରେ ମିଳିପାରିବ ବୋଲି କହିଛନ୍ତି ଟ୍ରମ୍ପ । ଭାରତ ଯାହା ଚାହିଁବ, ତାକୁ ସେୟା ମିଳିବ ବୋଲି ଟ୍ରମ୍ପ ଲାଇଭ୍ ଇଭେଣ୍ଟର ଫୋନକଲରେ କହିଛନ୍ତି ।
ପଢନ୍ତୁ ଏହି ଖବର: ଇଦ ପୂର୍ବରୁ ବଜାରରେ ବଢୁଛି ଟ୍ରମ୍ପ-ନେତାନ୍ୟାହୁ ମଇଁଷିର ଚାହିଦା; ସେଲ୍ଫି ପାଇଁ ପ୍ରବଳ ଭିଡ଼

- ଦ୍ଵିପାକ୍ଷିକ ବାଣିଜ୍ୟ ଚୁକ୍ତିର ଚୂଡ଼ାନ୍ତ ପର୍ଯ୍ୟାୟରେ ଉଭୟ ଦେଶ
ପଢନ୍ତୁ ଏହି ଖବର: ଇଦ ପୂର୍ବରୁ ବଜାରରେ ବଢୁଛି ଟ୍ରମ୍ପ-ନେତାନ୍ୟାହୁ ମଇଁଷିର ଚାହିଦା; ସେଲ୍ଫି ପାଇଁ ପ୍ରବଳ ଭିଡ଼
- ରୁବିଓଙ୍କ ଗସ୍ତର ଉଦ୍ଦେଶ୍ୟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories