Trump Tariff / ଭାରତ ଉପରେ ଆମେରିକା ଲଗାଇପାରେ ୧୦୦ ପ୍ରତିଶତ ଶୁଳ୍କ; ପାରିତ ହେଲା ବିଲ୍
·1 hour ago·2 min read

Key Points
ପାରିତ ହେଲା ୧୦୦ ପ୍ରତିଶତ ଟାରିଫ ବିଲ୍
ଭାରତ ଉପରେ ଲାଗିପାରେ ୧୦୦ ପ୍ରତିଶତ ଶୁଳ୍କ
ଭାରତ ଉପରେ ଲାଗିପାରେ ୧୦୦ ପ୍ରତିଶତ ଶୁଳ୍କ
ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଲଗାଇପାରେ ୧୦୦ ପ୍ରତିଶତ ଶୁଳ୍କ । ଆମେରିକା ହାଉସ ଅଫ ରିପ୍ରେଜେନଟେଟିଭ ଏକ ଏହି ଟାରିଫ ବିଲକୁ ଆଗକୁ ବଢ଼ାଇଛି । ଏହି ବିଲ୍ ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଋଷଠାରୁ ତେଲ ଏବଂ ଗ୍ୟାସ୍ କ୍ରୟ କରୁଥିବା ଭାରତ ଓ ଅନ୍ୟାନ୍ୟ ଦେଶ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ପାଇଁ ଅଧିକାର ଦିଆଯିବ । ଏହି ବିଲ୍ ଉପରେ ଚୂଡ଼ାନ୍ତ ଭୋଟ୍ ହୋଇସାରିଛି । ଏହାର ସପକ୍ଷରେ ୨୬୨ ଏବଂ ବିପକ୍ଷରେ ୧୫୯ ଭୋଟ ପଡ଼ିଛି । ଏହି ବିଲ୍ ପୂର୍ବରୁ ସେନେଟ୍ ଉଚ୍ଚ ସଦନରେ ୮୬-୧୧ରେ ପାରିତ ହୋଇସାରିଛି।
ଋଷଠାରୁ ତେଲ କିଣା ଉପରେ ଅଙ୍କୁଶ ଲଗାଇବାକୁ ଏକ ବିଲ ପାରିତ କରିଛି ଆମେରିକା କଂଗ୍ରେସ । ଉଭୟ ଗୃହରେ ବିଲ ପାସ ହେବା ପରେ ଏହା ଏବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ମୋହରକୁ ଅପେକ୍ଷା । ଏହି ବିଲ ଦ୍ବାରା ଋଷଠାରୁ ଶକ୍ତି କ୍ରୟ କରୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ କ୍ଷମତା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଆମେରିକା ଟାର୍ଗେଟରେ ଥିବା ଦେଶ ତାଲିକା ମଧ୍ୟରେ ଭାରତ ଓ ଚୀନ ରହିଛି । ଏହି ବିଲ୍କୁ ‘ଲିଣ୍ଡସେ ଓ. ଗ୍ରାହାମ୍ ସାଙ୍କସନିଂ ଏସିଆ ଆଣ୍ଡ ଇରାନ ଆକ୍ଟ-୨୦୨୬’ର ଋଷିଆ ଏବଂ ଇରାନକୁ ସୀମିତ କରିବା ଆଇନ କୁହାଯାଉଛି ।
ପଢନ୍ତୁ ଏହି ଖବର: ପ୍ରଥମଥର ମାନିଲା ଆମେରିକା; ମହାକାଶରେ ମୁତୟନ କରିଛି ‘On-orbit Space Control Weapons'

- କେଉଁ ଦେଶ ଉପରେ ଲାଗିବ ୧୦୦% ଶୁଳ୍କ ?
ପଢନ୍ତୁ ଏହି ଖବର: ପ୍ରଥମଥର ମାନିଲା ଆମେରିକା; ମହାକାଶରେ ମୁତୟନ କରିଛି ‘On-orbit Space Control Weapons'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- 'ଋଷର ଯୁଦ୍ଧ କ୍ଷମତା ଦୁର୍ବଳ ହେବ'
Related Topics
Explore more stories