Videos
|
National

ସାମ୍ନାକୁ ଆସିଲା ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ କ୍ୟାମେରା ଫୁଟେଜ୍

Jitendra Dash
Browse all articles by Jitendra Dash
·2 years ago
ସାମ୍ନାକୁ ଆସିଲା ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ କ୍ୟାମେରା ଫୁଟେଜ୍

ଅର୍ଗସ ବ୍ୟୁରୋ : ଶ୍ରମିକଙ୍କୁ ଉଦ୍ଧାର ଆଶା ଉଜ୍ଜୀବିତ । ସାମ୍ନାକୁ ଆସିଲା ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ କ୍ୟାମେରା ଫୁଟେଜ୍ । ଲାଗିଥିବା ୬ ଇଞ୍ଚର ପାଇପ ମାଧ୍ୟମରେ ଭିଡିଓ ଉତ୍ତୋଳନ କଲେ ଉଦ୍ଧାରକାରୀ ଟିମ୍ । ଏହି ଭିଡିଓରେ ଫସି ରହିଥିବା ଶ୍ରମିକମାନଙ୍କୁ ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୋମବାର ଦିନ ଟନେଲ ଭିତରେ ୬ ଇଞ୍ଚ ଚଉଡ଼ା ବିକଳ୍ପ ପାଇପ୍ ଭର୍ତ୍ତି କରାଯାଇଥିଲା, ଯାହା ମାଧ୍ୟମରେ ବହୁ ପରିମାଣର ଖାଦ୍ୟ ପଠାଯାଇଥିଲା, ଯେଉଁ ସମୟରେ ଭିତରେ ଫସି ରହିଥିବା ଶ୍ରମିକଙ୍କ ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଶ୍ରମିକମାନେ ଟନେଲରେ ଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ଏହି ସମୟ ମଧ୍ୟରେ ୱାକି ଟକି ମାଧ୍ୟମରେ ତାଙ୍କ ସହ ଅନେକ ଆଲୋଚନା ମଧ୍ୟ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Uttarkashi Tunnel Rescue | Argus News