Viral News / ବରଣମାଳା ପରେ ରୁମରେ ଏକା ଥିଲେ ନବବଧୂ; ପଶିଗଲେ ବରଯାତ୍ରୀ, ଆଉ ତା' ପରେ
·4 months ago·2 min read

Key Points
ବୈଶାଳୀରେ ଏକ ବିବାହ ଉତ୍ସବରେ ତୁମୁଳକାଣ୍ଡ
ନବବଧୂ ଥିବା ରୁମରେ ପଶିଗଲେ ବରଯାତ୍ରୀ
ନବବଧୂ ଥିବା ରୁମରେ ପଶିଗଲେ ବରଯାତ୍ରୀ
ବିହାରର ବୈଶାଳୀ ଜିଲ୍ଲାରୁ ଏକ ଖବର ଆସିଛି ଯେଉଁଠାରେ ଏକ ବିବାହରେ ହସ ଉଲ୍ଲାସର ଶବ୍ଦ ହଠାତ୍ ଚିତ୍କାର ଏବଂ କ୍ରନ୍ଦନରେ ପରିଣତ ହୋଇଛି । ବରଣମାଳା ପରେ ଘଟିଥିବା ଏକ ଘଟଣା ଏତେ ହଙ୍ଗାମା ସୃଷ୍ଟି କଲା ଯେ ବିବାହ ମଣ୍ଡପ ଶେଷରେ ପାଲଟିଲା ରଣକ୍ଷେତ୍ର । ପରିସ୍ଥିତି ଏପରି ବିଗିଡ଼ିଗଲା ଯେ କ୍ରୋଧିତ କନ୍ୟା ବିବାହ କରିବାକୁ ସିଧାସଳଖ ମନା କରିଦେଲେ ଏବଂ ବରଯାତ୍ରୀମାନଙ୍କୁ ଶିଶୁପାଳ ହୋଇ ଘରକୁ ଫେରିବାକୁ ପଡ଼ିଲା ।
- କଣ ପୂରା ଘଟଣା ?
- ଚେୟାର ଫିଙ୍ଗାକୁ ଗାଡ଼ି ଭଙ୍ଗା
- ବରର କଟୁ କଥା ଏବଂ କନ୍ୟାର ନିଷ୍ପତ୍ତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: 'ବିବାହ ପାଇଁ କେହି ଝିଅ ଦେଉନାହାନ୍ତି', ମଶା ଯୋଗୁଁ ଚିନ୍ତାରେ ପୂରା ଗାଁ
- ପୋଲିସର କାର୍ଯ୍ୟାନୁଷ୍ଠାନ
Related Topics
Explore more stories