Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନଭେମ୍ବର ୨୫ରୁ ସଂସଦରେ ଶୀତ ଅଧିବେଶନ

National

ନଭେମ୍ବର ୨୫ରୁ ସଂସଦରେ ଶୀତ ଅଧିବେଶନ

Swayangprajna Mishra
Browse all articles by Swayangprajna Mishra
·1 year ago
ନଭେମ୍ବର ୨୫ରୁ ସଂସଦରେ ଶୀତ ଅଧିବେଶନ

ଅର୍ଗସ ବ୍ୟୁରୋ : ନଭେମ୍ବର ୨୫ରୁ ସଂସଦରେ ଶୀତ ଅଧିବେଶନ।  ନଭେମ୍ବର ୨୫ରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ ଅଧିବେଶନ  । ସୋସିଆଲ ମିଡ଼ିଆରେ ସୁଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ନଭେମ୍ବର ୨୬ରେ ସଂସଦର ସେଣ୍ଟ୍ରାଲ ହଲରେ ସମ୍ବିଧାନ ଦିବସ ପାଳନ କରାଯିବ।

ଅଧିକ ପଢନ୍ତୁ ଓଡିଶା ଖବର

ତେବେ ଚଳିତ ଅଧିବେଶନ ବେଶ ସରଗରମ ରହିବ। ୱାକଫ ଆମେଣ୍ଡମେଣ୍ଟ ବିଲ JPCକୁ ଯାଇଥିବା ବେଳେ ଏହା ଚଳିତ ଅଧିବେଶନରେ ପାରିତ ହୋଇପାରେ। ୱାନ ନେସନ୍ ୱାନ୍ ଇଲେକ୍ସନ୍ ବିଲ ମଧ୍ୟ ଆସିବ ବୋଲି ଚର୍ଚ୍ଚା ହେଉଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Winter session of Parliament from November 25 | Argus News