ଅମାନିଆକୁ ସାବାଡ଼ କରୁଛି ଏମଭିଏ ପୋଲିସ
·2 years ago

ଅର୍ଗସ ବ୍ୟୁରୋ : ଅମାନିଆକୁ ସାବାଡ଼ କରୁଛି ଏମଭିଏ, ପୋଲିସ । ନୂଆପଡାରେ ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା । ଅମାନିଆ ଭାବେ ଗାଡି ଚଳାଇବା ସାଙ୍ଗକୁ ସଚେତନତା ଅଭାବ ଯୋଗୁଁ ସଡ଼କ ଦୁର୍ଘଟଣା ଘଟୁଛି । ଏମଭିଏ ଏବଂ ଖଡ଼ିଆଳ ପୋଲିସର ମିଳିତ ଉଦ୍ୟମରେ ଖଡ଼ିଆଳ ସହରର ଆମ୍ବେଦକର ଛକରେ ଚେକିଂକୁ କଡା କଡ଼ି କରାଯାଇଛି । ଚାଲକମାନଙ୍କୁ ସଚେତନତା କରାଯିବା ସହ ଅମାନିଆଙ୍କୁ ଫାଇନ କଟା ଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: