Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରେଳଧାରଣାରୁ ଉଦ୍ଧାର ହେଲା ବଣିକ ସଂଘ ସଭାପତିଙ୍କ ମୃତଦେହ

Jitendra Dash
Browse all articles by Jitendra Dash
·2 years ago
ରେଳଧାରଣାରୁ ଉଦ୍ଧାର ହେଲା ବଣିକ ସଂଘ ସଭାପତିଙ୍କ ମୃତଦେହ

ଅର୍ଗସ ବ୍ୟୁରୋ : ବଲାଙ୍ଗିର ବଣିକ ସଂଘ ସଭାପତିଙ୍କ ମୃତଦେହ ଉଦ୍ଧାର । ସହରର ପ୍ରତିଷ୍ଠିତ ବ୍ୟବସାୟୀ ତ୍ରିପୁରାରୀ ପାଣିଗ୍ରାହୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବଲାଙ୍ଗିର ଖୁଜେନପାଳି ରେଳ ଧାରଣାରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ରେଳ ଧାରଣାରେ ଫୋପାଡି ଦିଆଯାଇଛି, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ବଲାଙ୍ଗୀର ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ରେଲୱେ ପୋଲିସ ଘଟଣାର ମଧ୍ୟ ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored