Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସନ୍ତା କାଲିଠାରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ

Odisha

ଆସନ୍ତା କାଲିଠାରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ

Jitendra Dash
Browse all articles by Jitendra Dash
·2 years ago
ଆସନ୍ତା କାଲିଠାରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ

ଅର୍ଗସ ବ୍ୟୁରୋ : କାଲିଠୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ । ପ୍ରଥମ ପ୍ରକ୍ରିୟା ଖାତା ଦେଖା ଆସନ୍ତା ୨୨ରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ । ୨ୟ ପର୍ଯ୍ୟାୟରେ ୪ ଏପ୍ରିଲରୁ ୧୫ ଏପ୍ରିଲ ଯାଏ ଚାଲିବ ଖାତା ଦେଖା । ମୋଟ ୬୯ଟି ଅଫଲାଇନ ମୂଲ୍ୟାଙ୍କନ କେନ୍ଦ୍ର ସହ ୪୧ଟି ଅନଲାଇନ କେନ୍ଦ୍ର କରାଯାଇଥିବା ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରଥମ ଫେଜରେ ୨ହଜାର ୮୦୦ ଅଧ୍ୟାପକ ଏବଂ ୨ୟ ଫେଜରେ ୩ହଜାର ୭୦୦ ଜଣ ଅଧ୍ୟାପକ ଖାତା ମୂଲ୍ୟାୟନ ପାଇଁ ନିୟୋଜିତ ରହିବେ । ବୁଧବାର ଯୁକ୍ତ ୨ ପରୀକ୍ଷା ସରିଥିବାବେଳ ଆସନ୍ତା କାଲିଠୁ ଆରମ୍ଭ ହେବ ମୂଲ୍ୟାଙ୍କନ ପ୍ରକ୍ରିୟା ।

ଅଧକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
+2 exam paper checking | Argus News