Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୪ ବିଧାନସଭା ପ୍ରାର୍ଥୀ ଘୋଷଣା କଲା "ଜୟ ମହାଭାରତ ପାର୍ଟି "

Swayangprajna Mishra
Browse all articles by Swayangprajna Mishra
·2 years ago
୪ ବିଧାନସଭା ପ୍ରାର୍ଥୀ ଘୋଷଣା କଲା "ଜୟ ମହାଭାରତ ପାର୍ଟି "

ଭୁବନେଶ୍ବର : ଚଳିତ ନିର୍ବାଚନ ରେ ଓଡିଶା ରେ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଲଢ଼ିବ "ଜୟ ମହାଭାରତ ପାର୍ଟି "।  ଏହା ସହ ଆଜି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ପାର୍ଟି।  ଭୁବନେଶ୍ୱର ନୂଆ ଜାତୀୟ ଦଳ " ଜୟ ମହାଭାରତ ପାର୍ଟି " ଓଡିଶା ରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ପାର୍ଥୀ ଦେବାର ଘୋଷଣା କରିଛି.।

ଅଧିକ ପଢନ୍ତୁ ରାଜନୀତି ଖବର

ପାର୍ଟିର ଜାତୀୟ ପ୍ରତିଷ୍ଠାତା ଭଗବାନ ଶ୍ରୀ ଅନନ୍ତବିଷ୍ଣୁ ଭୁବନେଶ୍ୱର ଜାଗମରାରେ ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇ କହିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"Jai Mahabharat Party" declared 4 candidate for Legislative Assembly | Argus News