Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଉରକେଲା ପାନପୋଷରୁ ଧରା ହେଲା ୧୦ କେଜି ଅଫିମ

Jitendra Dash
Browse all articles by Jitendra Dash
·2 years ago
ରାଉରକେଲା ପାନପୋଷରୁ ଧରା ହେଲା ୧୦ କେଜି ଅଫିମ

ଅର୍ଗସ ବ୍ୟୁରୋ : ଏସଟିଏଫ ଜାଲରେ ବଡ଼ ଅଫିମ ରାକେଟ । ରାଉରକେଲା ପାନପୋଷରୁ ଧରା ହେଲା ୧୦ କେଜି ଅଫିମ । ଝାରଖଣ୍ଡର ବିଟୁ ସିଂ ମୁଣ୍ଡା ଓ ରୋହିତ ମୁଣ୍ଡା କୁ ଗିରଫ କଲା ଏସଟିଏଫ । ରାଜସ୍ଥାନରୁ ସୁନ୍ଦର ଗଡ଼, ରାଉରକେଲା ଓ ଝାରଖଣ୍ଡ କୁ ଚାଲାଣ ହେଉଥିଲା ଅଫିମ । ଅଫିମରୁ ତିଆରି ହୁଏ ବ୍ରାଉନସୁଗାର ଓ ହେରୋଇନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10 kg of opium was seized from Rourkela panaposha | Argus News