Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଇକ, ଚେନ ଓ ରାସ୍ତାରେ ଆସୁଥିବା ଗାଡିରୁ ଲୁଟ କରୁଥିଲେ ଏହି ଗ୍ୟାଙ୍ଗ

Odisha

ବାଇକ, ଚେନ ଓ ରାସ୍ତାରେ ଆସୁଥିବା ଗାଡିରୁ ଲୁଟ କରୁଥିଲେ ଏହି ଗ୍ୟାଙ୍ଗ

Jitendra Dash
Browse all articles by Jitendra Dash
·2 years ago
ବାଇକ, ଚେନ ଓ ରାସ୍ତାରେ ଆସୁଥିବା ଗାଡିରୁ ଲୁଟ କରୁଥିଲେ ଏହି ଗ୍ୟାଙ୍ଗ

ଅର୍ଗସ ବ୍ୟୁରୋ : କମିଶନରେଟ ପୋଲିସ ହାତରେ ଏରାଗୋଲା ଗ୍ୟାଙ୍ଗ । ୧୧ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ବାଇକ , ଚେନ ଲୁଟ କରିବା ସହ ରାସ୍ତାରେ ଆସୁଥିବା ଗାଡିରୁ ଲୁଟ କରୁଥିଲେ ଏହି ଗ୍ୟାଙ୍ଗ । ଏବେବି ଗ୍ୟାଙ୍ଗର ଆହୁରି ୪ ରୁ ୫ ଜଣଙ୍କୁ ଗିରଫ କରିବାକୁ ସର୍ଚ୍ଚ ଜାରି ରଖିଛି ପୋଲିସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କ ଘର ଗଞ୍ଜାମ ଜିଲ୍ଲାରେ । କମିଶନରେଟ ପୋଲିସ ଅଧୀନରେ ୨୩ ଟି ଏବଂ ବାହାରେ ମିଶାଇ ୨୭ଟି ମାମଲା ଏହି ଗ୍ୟାଙ୍ଗ ନାମରେ ରହିଛି । ପୋଲିସ ଅଭିଯୁକ୍ତଙ୍କ ଠାରୁ ଗୋଲଡ ଚେନ ୧୭ ଟି, ମୋବାଇଲ ଫୋନ, ୬ଟି ଚୋରା ବାଇକ, ଲୁଟରେ ବ୍ୟବହୃତ ସାମଗ୍ରୀ ସହ ୨ ଲକ୍ଷରୁ ଉର୍ଦ୍ଧ ନଗଦ ଅର୍ଥ ଜବତ କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
11 Members Of Eragola Gang Arrested By Commissionerate Police; Over 2 Lakhs Cash, Valuables Seized | Argus News