Videos
|
Odisha

ମହିଳାଙ୍କୁ ୧୨ ଦିନର ଅତିରିକ୍ତ ସାମୟିକ ଛୁଟି ,୫୫ ବର୍ଷ ଯାଏଁ ପାଇବେ ଲାଭ

Swayangprajna Mishra
Browse all articles by Swayangprajna Mishra
·1 year ago
ମହିଳାଙ୍କୁ ୧୨ ଦିନର ଅତିରିକ୍ତ ସାମୟିକ ଛୁଟି ,୫୫ ବର୍ଷ ଯାଏଁ ପାଇବେ ଲାଭ

ଅର୍ଗସ ବ୍ୟୁରୋ : ମହିଳାକୁ ୧୨ ଦିନର ଅତିରିକ୍ତ ସାମୟିକ ଛୁଟି । ମାସକୁ ଗୋଟିଏ ଦିନ ହିସାବରେ ବର୍ଷକୁ ମିଳିବ ଛୁଟି । 55 ବର୍ଷ ବୟସ ପୂରଣ ପର୍ଯ୍ୟନ୍ତ  ଲାଭ କରିପାରିବେ ଏହି ଛୁଟି । ଗୋଟିଏ ମାସର ଛୁଟି ଉକ୍ତ ମାସ ଭିତରେ ନେବାକୁ ପଡ଼ିବ । ଅଣ ଉପଲବ୍ଧ ଛୁଟି ପରବର୍ତ୍ତୀ ମାସକୁ ଯାଇ ପାରିବ ନାହିଁ । 

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
12 days additional casual leave for women | Argus News