Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ

Odisha

ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ

Jitendra Dash
Browse all articles by Jitendra Dash
·2 years ago
ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ

ଅର୍ଗସ ବ୍ୟୁରୋ : ସକାଳ 6 ରୁ ଅଖଚକ ବନ୍ଦ । ଭଦ୍ରକ ବରପଦା ଇଂଜିନିୟରିଂ କଲେଜର ଆନ୍ଦୋଳନ ରତ କର୍ମଚାରୀଙ୍କ ସହ ୩ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ ହେଉଛି । ବରପଦା ବିକାଶ ମଞ୍ଚ, ଭଦ୍ରକ ସୁରକ୍ଷା ମଞ୍ଚ ସହ ବନ୍ଦକୁ କଂଗ୍ରେସ ସମର୍ଥନ କରିଛି । ବନ୍ତ ଛକରୁ ପିକେଟିଂ ଆରମ୍ଭ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ବନ୍ଦ ଡାକରାକୁ ସମର୍ଥନ କରିଥିଲା କଂଗ୍ରେସ । ବନ୍ଦ ନେଇ ଗତକାଲି ଡାକବାଜି ଦ୍ୱାରା ଘୋଷଣାକୁ ପ୍ରଶାସନିକ ଅନୁମତି ମିଳି ନଥିବା ଅଭିଯୋଗ ହୋଇଛି । କଲେଜ କର୍ତ୍ତୃପକ୍ଷ ସମେତ ଇଡି ମାମଲାରେ ଛନ୍ଦି ହୋଇପଡ଼ିଥିବା ଥିବା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ପ୍ରଶାସନ ସୁହାଇଲା ଭଳି କାର୍ଯ୍ୟ କରି ଆସୁଥିବା କଂଗ୍ରେସ ଅଭିଯୋଗ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
12-hour Bhadrak closure today | Argus News