Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମହାନଦୀରେ ଭାସିଯାଇ ନିଖୋଜ ୨ ନାବାଳକ

Odisha

ମହାନଦୀରେ ଭାସିଯାଇ ନିଖୋଜ ୨ ନାବାଳକ

Swayangprajna Mishra
Browse all articles by Swayangprajna Mishra
·1 year ago
ମହାନଦୀରେ ଭାସିଯାଇ ନିଖୋଜ ୨ ନାବାଳକ

ଅର୍ଗସ ବ୍ୟୁରୋ :  ମହାନଦୀରେ ଭାସି ଗଲେ ୨ ନାବାଳକ । ସମ୍ବଲପୁର ସଡ଼କ ଘାଟ ମହାନଦୀରେ ଅଘଟଣ । ମହାନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ନାବାଳକ ।

ଅଧିକ ପଢନ୍ତୁ ଓଡିଶା ଖବର

ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜା ଖୋଜି କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 minors are missing after floating in mahanadi river | Argus News