ଯାଜପୁରରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ ସହ ୩ ଜଣ ଗିରଫ
·2 years ago

ଅର୍ଗସ ବ୍ୟୁରୋ : ଡ୍ରଗ୍ସ ବେପାରୀ ଡେଣ୍ଟିଷ୍ଟ । ଯାଜପୁରରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ ସହ ୩ ଜଣ ଗିରଫ । ୩ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ଦାନ୍ତ ଡାକ୍ତର । ଏନେଇ ଯାଜପୁର ଏସ୍ଡିପିଓ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଡେଣ୍ଟିଷ୍ଟ ଜଣକ ହେଲେ ନିଗମାନନ୍ଦ ଖଟୁଆ । ସେ ଯାଜପୁର ଥାନା ମହାବୀର ବିହାରରେ କ୍ଲିନିକ କରିଥିଲେ । ମାନଙ୍କ ନିକଟରୁ ୨୫ ଗ୍ରାମର ବ୍ରାଉନସୁଗର ଜବତ ହୋଇଥିଲା । ପଚରାଉଚରା ବେଳେ ନିଗମାନନ୍ଦ ସେମାନଙ୍କୁ ବ୍ରାଉନସୁଗର ଯୋଗାଉଥିବା ସୂଚନା ମିଳିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: