Videos
|
Odisha

ଶଙ୍ଖ ଛାଡି ପଦ୍ମ ଧରିଲେ ଦୁର୍ଗମ ଅଞ୍ଚଳର ୨୬ ପରିବାର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଶଙ୍ଖ ଛାଡି ପଦ୍ମ ଧରିଲେ ଦୁର୍ଗମ ଅଞ୍ଚଳର ୨୬ ପରିବାର

ଗଞ୍ଜାମ : ଶଙ୍ଖ ଛାଡିଲେ ଦୁର୍ଗମ ଅଞ୍ଚଳର ୨୬ ପରିବାର । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅଧୀନସ୍ଥ ବୁରାତାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହାଲିମ୍ବ ଗାଁର ୨୬ ଟି ପରିବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରା ଓ ମିନା ଦ୍ୟାନ ସାମନ୍ତରାଙ୍କ ସମାଜ ସେବା ମନୋଭାବ ଓ ଭାଜପା ସରକାରର ନିତୀ ଆଦର୍ଶ ରେ ଅନୁପ୍ରାଣିତ ହୋଇ  ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ।  

ଅଧିକ ପଢନ୍ତୁ ରାଜନୀତି ଖବର

ସହଦେବ ନାୟକ, ରାମଚନ୍ଦ୍ର, ପ୍ରକାଶ,ଭରତ, ଲକ୍ଷ୍ମଣ, ଜଟିଆ, କାର୍ଯ୍ୟ ଭୂୟାଁ,ବିଭିଷଣ, ଦୁଃସାଶନ, ନିରଞ୍ଜନ, ଦ୍ରୌପଦୀ,ସାନ୍ତୀ, ମମତା,ପୂର୍ଣ୍ଣବାସୀ, ଦୁଃଖି,ପ୍ରଶାନ୍ତ, ଭାଲୁ,କୁଞ୍ଜବତୀ, ସୁଶିଳା, ମଲ୍ଲୀ, ଏମାନେ  ବିଜେଡି  ଦଳ ପରିତ୍ୟାଗ କରି ନରେନ୍ଦ୍ର ମୋଦୀ ଙ୍କ ସୁଶାସନ ରେ ଅନୁପ୍ରାଣିତ ହୋଇ  ସନ୍ତୋଷ ପାତ୍ର ଓ ନାଏବ ସରପଞ୍ଚ ରାଜୁଓ ରାଜେନ୍ଦ୍ର, ଜରଡା ସମିତି ସଭ୍ୟ ସନ୍ତୋଷ ପ୍ରଧାନ, ଚକ୍ରପାଣି ରୋହିତ, ୱ।ଡ଼ ମେମ୍ବର ଶୁଶମା ନାୟକ ଙ୍କ ନେତୃତ୍ବରେ ଦଳୀୟ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: