୧୦ ହଜାର ୮୦୦ ବୋତଲ କୋରେକ୍ସ ସହ ୨୬ ଜଣ ଗିରଫ
·2 years ago

ଅର୍ଗସ ବ୍ୟୁରୋ : ୧୦ ହଜାର ୮୦୦ ଶହ ବୋତଲ କଫ ସିରଫ ଜବତ । ସମ୍ବଲପୁର ପୋଲିସ ଦ୍ବାରା ବଡ ଧରଣର କୋରେକ୍ସ ରାକେଟର ପର୍ଦ୍ଦାଫାଶ । ସଦର ପୋଲିସ ଦ୍ବାରା ୧୦ ହଜାର ୮୦୦ ବୋତଲ କୋରେକ୍ସ ଜବତ ସହ ୨୬ ଜଣ ଗିରଫ ହୋଇଛନ୍ତି । ଏହି ୨୬ ଜଣଙ୍କ ନାମରେ ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁର ଅଞ୍ଚଳର ବିଭିନ୍ନ ଥାନାରେ ପୂର୍ବରୁ ମାମଲା ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହିସବୁ କଫ୍ ସିରପ୍ କୋଲକାତାରୁ ଆଣି ଚାଲାଣ କରାଯାଉଥିଲା ବୋଲି କହିଲେ ସମ୍ବଲପୁର ଏସ୍ପି । ଗିରଫଙ୍କ ମଧ୍ୟରୁ ଅନେକଙ୍କ ନାଁରେ ଅପରାଧିକ ମାମଲା ରହିଛି । ଗିରଫ ଅଭିଯୁକ୍ତ ସମ୍ବଲପୁର, ସୋନପୁର ଓ ବରଗଡ ଅଞ୍ଚଳର ବୋଲି ସୂଚନା ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: