ଦାଦାବଟି ମାଗିବା ପଡିଲା ମହଙ୍ଗା, ବନ୍ଧା ହେଲେ ୪ ଅଭିଯୁକ୍ତ
·2 years ago

ଅର୍ଗସ ବ୍ୟୁରୋ : ଦାଦାବଟି ମାଗିବା ପଡିଲା ମହଙ୍ଗା । ବନ୍ଧା ହେଲେ 4 ଅଭିଯୁକ୍ତ । ଅନୀଲ ରେଡି, ସୁଜିତ ଭୂୟାଁ, ପ୍ରଶାନ୍ତ ନାୟକ ଓ ଅଜୟ ଭୋଇଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ । ଚିଲିପୋଖରୀ ଅଞ୍ଚଳରେ ଅଭିଯୁକ୍ତମାନେ ଦୋକାନୀଙ୍କୁ ବଟି ମାଗୁଥିଲେ । ଅଭିଯୁକ୍ତଙ୍କ ନାଁରେ ପୁରୀ ସଦର, ପିପିଲି, କଟକ ଚୌଦ୍ୱାର ଓ ବଡ଼ଗଡ଼ ଥାନାରେ ଏକାଧିକ ମାମଲା ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: