Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଣ୍ଟେନର ଧକ୍କାରେ ୪ ଜଣ ଗୁରୁତର, ଡ୍ରାଇଭର ଅଟକ

Odisha

କଣ୍ଟେନର ଧକ୍କାରେ ୪ ଜଣ ଗୁରୁତର, ଡ୍ରାଇଭର ଅଟକ

Swayangprajna Mishra
Browse all articles by Swayangprajna Mishra
·2 years ago
କଣ୍ଟେନର ଧକ୍କାରେ ୪ ଜଣ ଗୁରୁତର, ଡ୍ରାଇଭର ଅଟକ

ଭୁବନେଶ୍ବର : ରାଜଧାନୀରେ ପୁଣି ଆଉ ଏକ ହିଟ ଆଣ୍ଡ ରନ ଘଟଣା । ୪ ଜଣଙ୍କୁ ଧକ୍କା ଦେଇ ଖସି ପଳାଇ ଥିଲା କଣ୍ଟେନର। ପଳାଶୁଣୀ ଛକରୁ କଣ୍ଟେନରକୁ ଜବତ କଲା ସହିଦନଗର ଥାନା ପୋଲିସ । କଣ୍ଟେନର ଡ୍ରାଇଭର ଅଟକ । ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ ଓଡିଶା ଖବର

ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାଣୀବିହାର ସତସଙ୍ଗ ମନ୍ଦିର ନିକଟରେ ରାସ୍ତା ପାରି ହେଉଥିବା ବେଳେ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା କଣ୍ଟେନର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 injured in container collision, driver detained | Argus News