Videos
|
Odisha

ବସ୍ ଭିତରୁ ୫୦ କେଜି ରୂପା ସହିତ ୪ ଲକ୍ଷ ୯୨ ହଜାର ଟଙ୍କା ଚୋରି

Swayangprajna Mishra
Browse all articles by Swayangprajna Mishra
·2 years ago
ବସ୍ ଭିତରୁ ୫୦ କେଜି ରୂପା ସହିତ ୪ ଲକ୍ଷ ୯୨ ହଜାର ଟଙ୍କା ଚୋରି

ଅର୍ଗସ ବ୍ୟୁରୋ  : ବସ ଭିତରୁ ୫୦ କେଜି ରୂପା ସହିତ ୪ ଲକ୍ଷ ୯୨ ହଜାର ଟଙ୍କା ଚୋରି। କଲିକତାର ରୂପା ବ୍ୟବସାୟୀ ମିଥୁନ ମଣ୍ଡଳ ବ୍ରହ୍ମପୁରରୁ ବ୍ୟବସାୟ ସାରି ଫେରୁଥିବା ବେଳେ ଚୋରିର ଶିକାର ହୋଇଥିବା ଭେଜିପୁଟ ଫାଣ୍ଡିରେ ଏତଲା ଦେଇଛନ୍ତି।  

ଅଧିକ ପଢନ୍ତୁ ଓଡିଶା ଖବର

ଖଲ୍ଲିକୋଟ ପୋଲିସ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: