ମାଣିକପୁରରେ ବାଣଫୁଟି ୪ ଛାତ୍ର ଗୁରୁତର , ଜଣେ ଆହତ
·1 year ago

ଅର୍ଗସ ବ୍ୟୁରୋ : ଖଲ୍ଲିକୋଟ ମାଣିକପୁରରେ ବାଣଫୁଟି ୪ ଛାତ୍ର ଗୁରୁତର ଜଣେ ସାମାନ୍ୟ ଆହତ । ବାଣ ଭିଡ଼ୁଥିବା ବେଳେ ଘଟିଛି ଏଭଳି ଅଘଟଣ । ଗୁରୁତର ମାନଙ୍କୁ ବ୍ରହ୍ମପୁର ଏମ କେ ସି ଜି ସ୍ଥାନାନ୍ତର । ଗୁରୁତର ହେଇଥିବା ସମସ୍ତେ ନବାଳକ ଛାତ୍ର ।
ଅଧିକ ପଢନ୍ତୁ ଓଡିଶା ଖବର
ଗୁରୁତର ହୋଇଥିବା ଛାତ୍ର ମାନେ ହେଲେ ଆଦର୍ଶ ଗୌଡ଼, ରୁଦ୍ର ଗୌଡ଼, ବାଦଲ ଗୌଡ଼, ସମୀର ଦୁହୁଡ଼ି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: