Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୫୦ ପ୍ରତିଶତ କମ ଦାମରେ ନୂଆ କାର ଦେବାକୁ କହି କରୁଥିଲେ ଷଡ଼ଯନ୍ତ୍ର

Odisha

୫୦ ପ୍ରତିଶତ କମ ଦାମରେ ନୂଆ କାର ଦେବାକୁ କହି କରୁଥିଲେ ଷଡ଼ଯନ୍ତ୍ର

Jitendra Dash
Browse all articles by Jitendra Dash
·2 years ago
୫୦ ପ୍ରତିଶତ କମ ଦାମରେ ନୂଆ କାର ଦେବାକୁ କହି କରୁଥିଲେ ଷଡ଼ଯନ୍ତ୍ର

ଅର୍ଗସ ବ୍ୟୁରୋ : ରାଜଧାନୀରେ ଡିସକାଉଣ୍ଟରେ କାର ଦେବାକୁ କହି ୪୦ କୋଟି ଟଙ୍କାର ଠକେଇ ଅଭିଯୋଗ । ମାମଲାରେ ଦମ୍ପତିଙ୍କୁ ଅଟକ ରଖିଲା ନୟାପଲ୍ଲୀ ଥାନା ପୋଲିସ । ମା ଖଣ୍ଡୁଆପାଟ ଅଟୋ ମୋବାଇଲ୍ସ ନାଁରେ ଶତାଧିକ ଲୋକଙ୍କୁ ଚୁନ ଲଗାଇଥିଲେ ଏହି ଦମ୍ପତି । ଯେଉଁଥିରୁ ବାଦ ପଡ଼ଇ ନଥିଲେ ପୋଲିସ ଅଧିକାରୀ । ଅଭିଯୁକ୍ତଙ୍କ ନାଁରେ ରାଜ୍ୟର ଏକାଧିକ ଥାନାରେ ରୁଜୁ ହୋଇଛି ମାମଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

୫୦ ପ୍ରତିଶତ କମ ଦାମରେ ନୂଆ କାର ଦେବାକୁ କହି କରୁଥିଲେ ଷଡ଼ଯନ୍ତ୍ର । ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବାକୁ କିଛି ଲୋକଙ୍କୁ ନୂଆ କାର ମଧ୍ୟ ଦେଉଥିଲେ । ଆଉ ଲୋକେ ଅଗ୍ରିମ ଟଙ୍କା ଜମା କରିବା ପରେ ପ୍ରାୟ ୪୦ କୋଟି ନେଇ ଫେରାର ହୋଇଯାଇଥିଲେ । ମାମଲାରେ ଦମ୍ପତିଙ୍କୁ ଗିରଫ କରିଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
40 crores of fraud by asking to give a car at a discount in the capital | Argus News