|
logo
Live

Argus News - ଡିକିଭାଙ୍ଗି ଲୁଟିନେଲେ , ସିସିଟିଭିରେ କଏଦ ହେଲା ଭିଡିଓ

Odisha

ଡିକିଭାଙ୍ଗି ଲୁଟିନେଲେ , ସିସିଟିଭିରେ କଏଦ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·2 years ago
ଡିକିଭାଙ୍ଗି ଲୁଟିନେଲେ , ସିସିଟିଭିରେ କଏଦ ହେଲା ଭିଡିଓ

ବ୍ରହ୍ମପୁର : ବାଇକ ଡିକି ଭାଙ୍ଗି 5ଲକ୍ଷ 60ହଜାର ଲୁଟ। ବ୍ରହ୍ମପୁର ମୁଖ୍ୟରାସ୍ତାରୁ ଲୁଟ ହୋଇଥିବା ସୂଚନା। ଆଖି ପିଛୁଳାକେ ଲୁଟିନେଲେ ଲୁଟେରା।ଲୁଟ କରୁଥିବା ଲାଇଭ ଚିତ୍ର ସିସିଟିଭିରେ ହୋଇଛି କଏଦ। କୃଷ୍ଣ ମହାରଣା ନାମକ ଜଣେ ବ୍ୟକ୍ତିଙ୍କ ସାଙ୍ଗ ବ୍ରହ୍ମପୁର ଜୟ ପ୍ରକାଶ ନଗର ମୁଖ୍ୟରାସ୍ତାରେ ଥିବା ଆକ୍ସିସ୍ ବ୍ୟାଙ୍କରୁ 5 ଲକ୍ଷ 60ହଜାର ଟଙ୍କା ଉଠାଇବା ପରେ କୃଷ୍ଣ ମହାରଣା ସେହି ଟଙ୍କାଙ୍କୁ ନେଇ ନିଜ ବାଇକ ରେ ରଖିଲେ।

ଅଧିକ ପଢନ୍ତୁ ଓଡିଶା ଖବର

ବାଇକରେ ଟଙ୍କା ରଖିବା ପରେ ସେଠାରେ ଚା ପିଉଥୂବା ସମୟରେ ହଠାତ ଦୁଇଜଣ ବ୍ୟକ୍ତି ଆସି ବାଇକ ଡ଼ିକିରୁ କୌଶଳ କ୍ରମେ ଆସି ପୁରା ଟଙ୍କା ପଲିଥିନକୁ ନେଇ ଫେରାର ହୋଇଛନ୍ତି।ଯାହାର କି ସ୍ପଷ୍ଟ ଚିତ୍ର ସିସିଟିଭିରେ କଏଦ ହୋଇଛି।ଘଟଣାକୁ ନେଇ ଥାନାରେ ଏତଲା କରିବାକୁ ବୈଦନାଥପୁର ରେ ଏତଲାକାରୀ ପହଞ୍ଚିଥିବା ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଡିକିଭାଙ୍ଗି ଲୁଟିନେଲେ , ସିସିଟିଭିରେ କଏଦ ହେଲା ଭିଡିଓ | Argus News