Jhalmuri Food Poisoning / ଝାଲମୁଢ଼ି ଖାଇ ହଟହଟା; ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ
·1 hour ago·2 min read

Key Points
ଝାଲମୁଢ଼ି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ
ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି
ମେଡିକାଲେ ଚାଲିଛି ଆକ୍ରାନ୍ତଙ୍କ ଚିକିତ୍ସା
ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି
ମେଡିକାଲେ ଚାଲିଛି ଆକ୍ରାନ୍ତଙ୍କ ଚିକିତ୍ସା
ସୁବର୍ଣ୍ଣପୁର: ଝାଲମୁଢି ଖାଇବା ହେଲା କାଳ । ଏକାବେଳେ ୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ପେଟ କାମୁଡ଼ିବା ସହ ତରଳ ଝାଡ଼ା ହେଉଥିବା ଜଣାପଡ଼ିଛି । ରାତି ଅଧରୁ ଝାଡ଼ାବାନ୍ତିର ଲକ୍ଷଣ ଦେଖାଯିବାପରେ ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମାଙ୍କଡ଼ବାହାଲ ଗ୍ରାମରୁ ସାମ୍ନାକୁ ଆସିଛି ଏହି ଖବର ।
ପଢନ୍ତୁ ଏହି ଖବର: ଶରୀରେ ଭିଟାମିନ D କମିଲେ କେଉଁ ଲକ୍ଷଣ ଦିଶେ ? ଜମାରୁ କରନ୍ତୁନି ଅଣଦେଖା
- ଗାଁକୁ ଝାଲମୁଢି କିଣି ଖାଇଥିଲେ
- ଗାଁରେ ପହଞ୍ଚିଲା ମେଡିକାଲ ଟିମ
ପଢନ୍ତୁ ଏହି ଖବର: ଶରୀରେ ଭିଟାମିନ D କମିଲେ କେଉଁ ଲକ୍ଷଣ ଦିଶେ ? ଜମାରୁ କରନ୍ତୁନି ଅଣଦେଖା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କିଛି ଦିନ ପୂର୍ବରୁ ରୁଟି ଖାଇ ଅସୁସ୍ଥ ହୋଇଥିଲେ
Related Topics
Explore more stories