Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୮ ଫୁଟର ବିଶାଳ ଅଜଗର ସାପ ଉଦ୍ଧାର

Swayangprajna Mishra
Browse all articles by Swayangprajna Mishra
·1 year ago
୮ ଫୁଟର ବିଶାଳ ଅଜଗର ସାପ ଉଦ୍ଧାର

ବଲାଙ୍ଗୀର : ଦେଓଗାଁ ବ୍ଲକ ଅନ୍ତର୍ଗତ କୁକୁରଖାଇ ସୋଲରପ୍ଲାଣ୍ଟ ଠାରୁ ଏକ ୮ ଫୁଟର ବିଶାଳ ଅଜଗର ସାପ ଉଦ୍ଧାର ହୋଇଛି। ସୋଲାରପ୍ଳାଣ୍ଟ ଭିତରେ ଏକ ବିଶାଳ ଅଜଗର ସାପ ଥିବା ସ୍ଥାନୀୟ କର୍ମଚାରୀ ଦେଖିବାକୁ ପାଇଥିଲେ । ପରେ ଦେଓଗାଁ ବନାଞ୍ଚଳକୁ ଖବର ଦେଇଥିଲେ।

ଅଧିକ ପଢନ୍ତୁ ଓଡିଶା ଖବର

ବନବିଭାଗ ପକ୍ଷରୁ ତୁଷୁରାର ଅଭିଳାଷ ବାଗ ଉକ୍ତ ସ୍ଥାନକୁ ଯାଇ ସାପ କୁ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ ସଂରକ୍ଷିତ ଜଙ୍ଗଲରେ ସାପକୁ ଛାଡିଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
8 feet giant python rescued | Argus News