Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶାନ୍ତିର ବାର୍ତ୍ତା ନେଇ ବାଇକ ଯୋଗେ ଓଡିଶାରୁ ଲଣ୍ଡନ ଯାତ୍ରା

Swayangprajna Mishra
Browse all articles by Swayangprajna Mishra
·1 year ago
ଶାନ୍ତିର ବାର୍ତ୍ତା ନେଇ ବାଇକ ଯୋଗେ ଓଡିଶାରୁ ଲଣ୍ଡନ ଯାତ୍ରା

ଅର୍ଗସ ବ୍ୟୁରୋ : ବାଇକ ଯୋଗେ ଲଣ୍ଡନ ଯାତ୍ରା । ସୁଦୂର ଲଣ୍ଡନକୁ ବାଇକ ଯୋଗେ ଯାତ୍ରା କରି ସଫଳତାର ସହ ଓଡ଼ିଶାକୁ ଫେରିଛନ୍ତି ଓଡିଆ ପୁଅ କୃଷ୍ଣଚନ୍ଦ୍ର ଶତପଥୀ । ଯୁଦ୍ଧ ବଦଳରେ ଶାନ୍ତିର ବାର୍ତ୍ତା ନେଇ କୃଷ୍ଣଚନ୍ଦ୍ର ୩୩ଟି ଦେଶ ଏବଂ ଭିନ୍ନ ଭିନ୍ନ ଜଳବାୟୁ ଏବଂ ଯୁଦ୍ଧ ଗ୍ରସ୍ତ ଦେଶ ଅତିକ୍ରମ କରି ବାଇକରେ ଲଣ୍ଡନରେ ପହଁଚି ଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

ଫେରିବା ପରେ ଓଡିଶାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A bike ride from Odisha to London with a message of peace | Argus News