Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସିକ୍ୟୁରିଟି ଗାର୍ଡକୁ କଳାକନା ବୁଲାଇଦେଲା ବାଇକ ଚୋର

Odisha

ସିକ୍ୟୁରିଟି ଗାର୍ଡକୁ କଳାକନା ବୁଲାଇଦେଲା ବାଇକ ଚୋର

Swayangprajna Mishra
Browse all articles by Swayangprajna Mishra
·2 years ago
ସିକ୍ୟୁରିଟି ଗାର୍ଡକୁ କଳାକନା ବୁଲାଇଦେଲା ବାଇକ ଚୋର

ବଲାଙ୍ଗୀର : ଅନ୍ୟର ଗାଡି ଜଗିଥିଲେ, ହେଲେ ନିଜ ଗାଡି କେତେବେଳେ ଚୋରି ହେଇଗଲା ଜାଣିପାରିଲେନି । ସିକ୍ୟୁରିଟି ଗାର୍ଡକୁ କଳାକନା ବୁଲାଇଦେଲା ବାଇକ ଚୋର । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସପିଟାଲରେ। 

ଅଧିକ ପଢନ୍ତୁ ଓଡିଶା ଖବର

ସିକ୍ୟୁରିଟି ଗାର୍ଡ ଜଣଙ୍କ ଅନ୍ୟମାନଙ୍କ ଗାଡି ଜଗିଥିବା ବେଳେ ଗାଡି ଚୋର ସର୍ଜରୀ ଓ୍ବାର୍ଡ ସାମ୍ନାରୁ ତାଙ୍କ ଗାଡି ଚୋରି କରିଛି । ଗାଡି ଚୋରି ବେଳର ସିସିଟିଭି ଭିଜୁଆଲ ଭାଇରାଲ ହେଉଛି। ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
A bike thief stole a security guard's bike | Argus News