ମଦ୍ୟପ ଡ୍ରାଇଭରଙ୍କ ଉନ୍ମତ କାଣ୍ଡ
·2 years ago

ଅର୍ଗସ ବ୍ୟୁରୋ : ମଦ୍ୟପ ଡ୍ରାଇଭରଙ୍କ ଉନ୍ମତ କାଣ୍ଡ । ମିଲେନିୟମ ହସ୍ପିଟାଲରୁ ଆଇଆରସି ଭିଲେଜ ରାସ୍ତା ପର୍ଯ୍ୟନ୍ତ ଏକାଧିକ ଗାଡି ଓ ଲୋକଙ୍କୁ ଦୁର୍ଘଟଣା ଘଟାଇ ଫେରାର ବେଳେ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ମଦ୍ୟପ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: