Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଦ ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼, ଆହୁରି ଖୋଜୁଛନ୍ତି ଆଇଟି ଅଧିକାରୀ

Odisha

ମଦ ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼, ଆହୁରି ଖୋଜୁଛନ୍ତି ଆଇଟି ଅଧିକାରୀ

Jitendra Dash
Browse all articles by Jitendra Dash
·2 years ago·1 min read
ମଦ ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼, ଆହୁରି ଖୋଜୁଛନ୍ତି ଆଇଟି ଅଧିକାରୀ

ଅର୍ଗସ ବ୍ୟୁରୋ : ସୁନ୍ଦରଗଡ଼ର ରାଜ କିଶୋର ଜସୱାଲ ସହ ରାଉରକେଲାର କାମେଶ୍ବର ତିୱାରୀଙ୍କ ଘର ସହ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଗତକାଲିଠୁ ରେଡ୍ ଚାଲିଛି । ୫ ଜଣିଆ ଟିମ୍ କରୁଛନ୍ତି କାଗଜ ପତ୍ର ଯାଞ୍ଚ । ଗତକାଲି ସୁନ୍ଦରଗଡ଼ ମଦ ବ୍ୟବସାୟୀ ରାକ କିଶୋର ଜସୱାଲଙ୍କ କାର୍ଯ୍ୟାଳୟ, ଘର ସହ ସର୍ଗିପାଲି, ରାଣିବାଗିଚାରେ ଥିବା ଦେଶୀ ମଦ ଭାଟିରେ ଚାଲିଛି ରେଡ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଉରକେଲା ମଦ ବ୍ୟେବସାୟୀ କାମେଶ୍ବର ତିୱାରୀଙ୍କ ରାଉରକେଲା ସିଭିଲ ଟାଉନସିପ୍ । କାର୍ଯ୍ୟ।ଲୟ ସହ ସିଭିଲ ଟାଉନସିପ ଘର ଉପରେ ଚାଲିଛି ରେଡ । ଆହୁରି ନୋଟ ଗଣିବା ବାକି ରହିଥିବା ସୂଚନା ମିଳିଛି । ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି ଟପିପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଆୟକର ବିଭାଗ ଏନେଇ ମୁହଁ ଖୋଲୁନାହାଁନ୍ତି । କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ କୋଲକତା ଏବ ରାଚିଂରେ ଥିବା ରାଜକିଶୋର ସାହୁଙ୍କ ସଂସ୍ଥାରେ ମଧ୍ୟ ଚଢାଉ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
After Balangir, IT Dept. Conducts Raids On Liquor Making Units In Sundargarh, Rourkela Too | Argus News