Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପତ୍ନୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି ସରକାରୀ ଅଧିକାରୀ

Swayangprajna Mishra
Browse all articles by Swayangprajna Mishra
·2 years ago
ପତ୍ନୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି ସରକାରୀ ଅଧିକାରୀ

ବରଗଡ : ନିର୍ବାଚନ ପ୍ରଚାର କରୁଛନ୍ତି ସରକାରୀ ଅଧିକାରୀ | ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ତଥା RMC ସେକ୍ରେଟାରୀ ଦୁର୍ଗା ଛୁରିଆ ରାତିରେ ପତ୍ନୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି |  

ଅଧିକ ପଢନ୍ତୁ ଓଡିଶା ଖବର

କିଛି ଦିନ ପୂର୍ବରୁ ବାବୁଙ୍କୁ ବରଗଡରୁ କଣ୍ଟାବାଞ୍ଜିକୁ ବଦଳି କରାଯାଇଥିଲା | ହେଲେ ବାବୁ କିନ୍ତୁ ନିର୍ବାଚନ ପ୍ରଚାରରେ ବ୍ୟସ୍ତ | ଭେଡେନ ବ୍ଲକ ଗଣ୍ଡତୁରୁମରେ ବିଜେଡି ନେତା ଉରକୁଲୁ ତାଣ୍ଡିଙ୍କ ସହ ନିର୍ବାଚନ ପ୍ରଚାର କରୁଛନ୍ତି ଦୁର୍ଗା ଛୁରିଆ |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A government employee is campaigning for his wife | Argus News