Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି କର୍ମୀଙ୍କ ସହ ଗ୍ରାମ ଚୌକିଆଙ୍କ ଘରୁ ମଦ ଜବଦ

Jitendra Dash
Browse all articles by Jitendra Dash
·2 years ago
ବିଜେଡି କର୍ମୀଙ୍କ ସହ ଗ୍ରାମ ଚୌକିଆଙ୍କ ଘରୁ ମଦ ଜବଦ

ଅର୍ଗସ ବ୍ୟୁରୋ : ନିର୍ବାଚନ ସମୟରେ ଚୋରା ମଦ କାରବାର । ବିଜେଡି କର୍ମୀଙ୍କ ସହ ଗ୍ରାମ ଚୌକିଆଙ୍କ ଘରୁ ବିପୁଳ ଦେଶୀ ଓ ବିଦେଶୀ ମଦ ଜବଦ । ସୋର ଥାନା କେଦାରପୁର ପଞ୍ଚାୟତର ଗ୍ରାମ ଚୌକିଆ ଭାଗିରଥି ନାୟକ ଏବଂ ସେହି ଗ୍ରାମର ଲଷ୍ମୀକାନ୍ତ ନାୟକ ମିଶି ଚଳାଇଥିଲେ ଚୋରା ମଦର ସାମ୍ରାଜ୍ୟ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଜେଡିର ଛତ୍ରଛାୟା ତଳେ ରହି ନିର୍ବାଚନ ପାଇଁ ରଖିଥିଲେ ବିପୁଳ ମଦ । ସୋର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଛି । ଏହା ସହ ଚୌକିଆ ଭାଗିରଥି ନାୟକଙ୍କୁ ଗିରଫ କରିଥିବା ବେଳେ ଲଷ୍ମୀକାନ୍ତ ନାୟକ ଫେରାର ଥିବା ଜଣାପଡିଛି । ଜବତ ମଦର ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A large amount of domestic and foreign liquor was seized from the house of the village Chowkia along with BJD workers | Argus News